ଏଚ୍‌ଏମ୍‌ଏସ୍‌ର ରାଜ୍ୟ ସମ୍ମିଳନୀ ଉଦ୍‌ଯାପିତ: ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚେତାବନୀ

ଅନୁଗୋଳ: ହିନ୍ଦ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ଓଡ଼ିଶା ପକ୍ଷରୁ ଆୟୋଜିତ ୧୫ତମ ଦୁଇଦିନିଆ ରାଜ୍ୟ ସମ୍ମିଳନୀ ରବିବାର ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପରେ ଉଦ୍‌ଯାପିତ ହୋଇଛି। ଏହି ଅବସରରେ ଶ୍ରମିକଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିବା ପରେ ସାଧାରଣ ସଭା ଅନୁଷ୍ଠିତ…

Continue Readingଏଚ୍‌ଏମ୍‌ଏସ୍‌ର ରାଜ୍ୟ ସମ୍ମିଳନୀ ଉଦ୍‌ଯାପିତ: ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚେତାବନୀ

ବିଶ୍ୱ ପର୍ଯ୍ୟଟନ ଦିବସରେ ଅନୁଗୋଳରେ ପ୍ରୋମୋ ରନ୍: ୩୦୦ରୁ ଅଧିକ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

ଅନୁଗୋଳ: ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଏକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରୁ…

Continue Readingବିଶ୍ୱ ପର୍ଯ୍ୟଟନ ଦିବସରେ ଅନୁଗୋଳରେ ପ୍ରୋମୋ ରନ୍: ୩୦୦ରୁ ଅଧିକ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

MMDR ସଂଶୋଧନ ବିରୋଧରେ ଅନୁଗୋଳରେ ଇଣ୍ଡିଆ ମେଣ୍ଟର ସମାବେଶ

ଅନୁଗୋଳ: MMDR ସଂଶୋଧନ ଅଧିନିୟମ-୨୦୨୬ ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଅନୁଗୋଳ ବିଜୁ ମଇଦାନରେ ଆଞ୍ଚଳିକ ସମାବେଶ ଅନୁଷ୍ଠିତ ହୋଇଛି। ପାଞ୍ଚ ଜିଲ୍ଲାକୁ ନେଇ ଆୟୋଜିତ ଏହି ସମାବେଶରେ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି…

Continue ReadingMMDR ସଂଶୋଧନ ବିରୋଧରେ ଅନୁଗୋଳରେ ଇଣ୍ଡିଆ ମେଣ୍ଟର ସମାବେଶ

ସ୍କୁଲ୍‌ ସମ୍ମୁଖ ରାସ୍ତାରେ ବିରାଟ ଗର୍ତ୍ତ, ବିପଦରେ ଛାତ୍ରଛାତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଠାକୁରଗଡ଼ରୁ କନ୍ତପଡ଼ାକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତାର ଠାକୁରଗଡ଼ ଛକ ନିକଟରେ ଏବେ ଯାତାୟାତ ଦୁର୍ବିସହ ହୋଇପଡ଼ିଛି। ବିଶେଷକରି ସ୍କୁଲ୍‌ ସମ୍ମୁଖରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଅଭିଭାବକ ଓ ସ୍ଥାନୀୟ…

Continue Readingସ୍କୁଲ୍‌ ସମ୍ମୁଖ ରାସ୍ତାରେ ବିରାଟ ଗର୍ତ୍ତ, ବିପଦରେ ଛାତ୍ରଛାତ୍ରୀ

ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରୋଭର୍ ଓ ରେଞ୍ଜର୍ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୋଳ: ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର କମର୍ସ ବ୍ଲକରେ ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ରୋଭର୍ ଓ ରେଞ୍ଜର୍ କ୍ୟାଡେଟ୍‌ମାନଙ୍କୁ ଏକ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମରେ ସ୍ୱାଗତ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତମାନଙ୍କୁ…

Continue Readingଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରୋଭର୍ ଓ ରେଞ୍ଜର୍ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ

ଜନସମୁଦ୍ର ମଧ୍ୟରେ ବିଦାୟ ନେଲେ ପ୍ରଭୁ ଗଜାନନ, ୩୫ ମେଢ଼ ସହ ଜମିଲା ଭସାଣି

ଅନୁଗୋଳ: କଳାହୀରା ସହର ତାଳଚେରର ଗଣପର୍ବ ଗଣେଶ ପୂଜାର ଭସାଣି ଉତ୍ସବ ଶନିବାର ମହାସମାରୋହରେ ଅନୁଷ୍ଠିତ ହୋଇଛି। ବଡ଼ଦାଣ୍ଡ ସାହି ମେଲଣ ପଡ଼ିଆରେ ୩୫ଟି ମେଢ଼ ଏକାଠି ହେବା ପରେ ଅପରାହ୍ନ ୨ଟାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବଡ଼ବଜାର, ତାଳଚେର ଥାନା,…

Continue Readingଜନସମୁଦ୍ର ମଧ୍ୟରେ ବିଦାୟ ନେଲେ ପ୍ରଭୁ ଗଜାନନ, ୩୫ ମେଢ଼ ସହ ଜମିଲା ଭସାଣି

ରାସ୍ତା ପାଇଁ କଲବଲ କନ୍ଧକୋଇଲି ଓ ସିଟିକୋଇଲି ଗ୍ରାମବାସୀ: ଆନ୍ଦୋଳନ ଚେତାବନୀ

ଅନୁଗୋଳ: ଅନୁଗୋଳ ବ୍ଲକ ମାଣିକଯୋଡି ପଞ୍ଚାୟତର କନ୍ଧକୋଇଲି ଓ ସିଟିକୋଇଲି ଗ୍ରାମକୁ ସଂଯୋଗ କରୁଥିବା ମାଣିକଯୋଡି-ଲେମ୍ବୁତଇଳା ରାସ୍ତାର ସ୍ଥାୟୀ ନିର୍ମାଣ ଦାବିରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡାକଯୋଗେ ଦାବିପତ୍ର ପଠାଇଛନ୍ତି। ଦାବି ପୂରଣ ନ ହେଲେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ…

Continue Readingରାସ୍ତା ପାଇଁ କଲବଲ କନ୍ଧକୋଇଲି ଓ ସିଟିକୋଇଲି ଗ୍ରାମବାସୀ: ଆନ୍ଦୋଳନ ଚେତାବନୀ

‘ଅପରେସନ୍ ଦମନ୍’: ୩ ଦିନରେ ୩୦ରୁ ଅଧିକ ୱାରେଣ୍ଟି ଗିରଫ

ଅନୁଗୋଳ: ଆଗାମୀ ପର୍ବପର୍ବାଣୀ ଋତୁକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ ‘ଅପରେସନ୍ ଦମନ୍’ ନାମରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ଗତ ୩ ଦିନ ମଧ୍ୟରେ ବିଭିନ୍ନ ଥାନା ଅଞ୍ଚଳରେ ପଡ଼ି…

Continue Reading‘ଅପରେସନ୍ ଦମନ୍’: ୩ ଦିନରେ ୩୦ରୁ ଅଧିକ ୱାରେଣ୍ଟି ଗିରଫ

ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟ: ୫ ଶହ ଚାରାରୋପଣ କଲା ଗାଁ କମିଟି

ଅନୁଗୋଳ: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଅନୁଗୋଳ ସାଆନ୍ତରାପୁର ଗ୍ରାମ୍ୟ କମିଟି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜରପଡ଼ା ଥାନା ଅଧୀନ ସାଆନ୍ତରାପୁର ଗ୍ରାମ ନିକଟ କରଡ଼ାବଣି ଛକରେ ଥିବା ସରକାରୀ ଜମିରେ ବିଭିନ୍ନ ପ୍ରଜାତିର ପ୍ରାୟ…

Continue Readingପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟ: ୫ ଶହ ଚାରାରୋପଣ କଲା ଗାଁ କମିଟି

ଡେରଜଙ୍ଗ ଡ୍ୟାମ ଜଗୁଆଳି ହତ୍ୟା ମାମଲା: ୧୦ ଦୋଷୀଙ୍କୁ ଆଜୀବନ ଜେଲ୍

ଅନୁଗୋଳ: ଅନୁଗୋଳ ଜିଲ୍ଲା ଡେରଜଙ୍ଗ ଡ୍ୟାମ ଜଗୁଆଳି ଜଗନ୍ନାଥ ସେନାପତି ଓରଫ ଜଗନଙ୍କ ହତ୍ୟା ମାମଲାରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଛନ୍ତି। ମାମଲାରୁ ପ୍ରକାଶ, ୨୦୨୧…

Continue Readingଡେରଜଙ୍ଗ ଡ୍ୟାମ ଜଗୁଆଳି ହତ୍ୟା ମାମଲା: ୧୦ ଦୋଷୀଙ୍କୁ ଆଜୀବନ ଜେଲ୍