ଅଖିଳ ଭାରତୀୟ ହାସ୍ୟକବି ସମ୍ମିଳନୀ : ହାସ୍ୟ, ବ୍ୟଙ୍ଗ, ଦେଶପ୍ରେମ କବିତା ପରିବେଷଣ କଲେ କବିଗଣ

ଅନୁଗୋଳ: ହିନ୍ଦୀ ପକ୍ଷ ଅବସରରେ ହିନ୍ଦୀ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ସହ ଏହା ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏନ୍‌ଟିପିସି ତାଳଚେର ଥର୍ମାଲ ପକ୍ଷରୁ ଅଖିଳ ଭାରତୀୟ ହାସ୍ୟକବି ସମ୍ମିଳନୀ ଆୟୋଜିତ ହୋଇଛି। ସେପ୍ଟେମ୍ବର ୨୮ରେ ଆୟୋଜିତ ଏହି…

Continue Readingଅଖିଳ ଭାରତୀୟ ହାସ୍ୟକବି ସମ୍ମିଳନୀ : ହାସ୍ୟ, ବ୍ୟଙ୍ଗ, ଦେଶପ୍ରେମ କବିତା ପରିବେଷଣ କଲେ କବିଗଣ

ଜନ ସମ୍ପର୍କ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ଅନୁଗୋଳ: ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ହେବାକୁ ଥିବା ‘ଜନ ସମ୍ପର୍କ ପଦଯାତ୍ରା’କୁ ସଫଳ କରିବା ପାଇଁ ଅନୁଗୋଳରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା…

Continue Readingଜନ ସମ୍ପର୍କ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ବନ୍ୟାରେ ବଢ଼ାଇଲା କୁଦ ଗାଁବାସୀଙ୍କ ଦୁର୍ଦ୍ଦଶା: ବୋଟରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା  ଆଠମଲ୍ଲିକ ବ୍ଲକ ମହାନଦୀ ଅବବାହିକାରେ ଅବସ୍ଥିତ କୁଦ ଗାଁକୁ ବୋଟରେ ଯାଇ ପ୍ରଶାସନିକ ଅଧିକାରୀମାନେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ରବିବାର ମହାନଦୀରେ ବନ୍ୟା ଆସିବାରୁ କୁଦ ଗାଁବାସୀଙ୍କ ଦୁର୍ଦ୍ଦଶା ବଢିଛି। ଯାତାୟତ ପାଇଁ ଅଗ୍ନିଶମ…

Continue Readingବନ୍ୟାରେ ବଢ଼ାଇଲା କୁଦ ଗାଁବାସୀଙ୍କ ଦୁର୍ଦ୍ଦଶା: ବୋଟରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ନବନିଯୁକ୍ତ ସବ୍‌-ଇନ୍ସପେକ୍ଟରଙ୍କ ସହ ଡିଆଇଜିଙ୍କ ଆଲୋଚନା

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଡିପିଓ) ପରିସରରେ ନବନିଯୁକ୍ତ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ)ମାନଙ୍କ ସହ ଆଶିଷ ସିଂହ ଏନ୍‌ସିଆର୍‌ ତାଳଚେର ଡିଆଇଜି ଓ ଅନୁଗୋଳ ଏସ୍‌ପି ରାହୁଲ ଜୈନଙ୍କ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଆଲୋଚନାରେ ପେଶାଦାର ପୋଲିସିଂ, କ୍ଷେତ୍ରସ୍ତରରେ…

Continue Readingନବନିଯୁକ୍ତ ସବ୍‌-ଇନ୍ସପେକ୍ଟରଙ୍କ ସହ ଡିଆଇଜିଙ୍କ ଆଲୋଚନା

ବିଧାନସଭାରେ ଅନୁଗୋଳ ଆଇନ-ଶୃଙ୍ଖଳା ପ୍ରସଙ୍ଗ ଉଠାଇଲେ ତାଳଚେର ବିଧାୟକ

ଭୁବନେଶ୍ୱର: ବିଧାନସଭା ଅଧିବେଶନରେ ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶ୍ନ କରିଛନ୍ତି। ସେ ପଚାରିଥିଲେ ଯେ, ଗତ ୨ ବର୍ଷରେ…

Continue Readingବିଧାନସଭାରେ ଅନୁଗୋଳ ଆଇନ-ଶୃଙ୍ଖଳା ପ୍ରସଙ୍ଗ ଉଠାଇଲେ ତାଳଚେର ବିଧାୟକ

ରାଜସ୍ୱ ଗ୍ରାମ ‘ଗୋତମରା’ ବିଭାଜନ ପ୍ରସ୍ତାବ, ଜନଶୁଣାଣିରେ ଗ୍ରାମବାସୀଙ୍କ ଅସନ୍ତୋଷ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଗୋତମରା ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରି ନୂତନ ରାଜସ୍ୱ ଗ୍ରାମ ଗଠନ ପ୍ରସ୍ତାବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଓ ଆପତ୍ତି ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା।…

Continue Readingରାଜସ୍ୱ ଗ୍ରାମ ‘ଗୋତମରା’ ବିଭାଜନ ପ୍ରସ୍ତାବ, ଜନଶୁଣାଣିରେ ଗ୍ରାମବାସୀଙ୍କ ଅସନ୍ତୋଷ

ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ମାଡି ବସିଲା ପୋଲିସ

ଅନୁଗୋଳ: ଅନୁଗୋଳ ସହରରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ। ହେମସୁରପଡ଼ା ଶିବା ପଡ଼ିଆରେ ଏକାଠି ହୋଇ ଲୁଟ୍‌ପାଟ୍‌ ପାଇଁ ଯୋଜନା କରୁଥିବା ୫ ଜଣ ଯୁବକଙ୍କ ସମେତ ଜଣେ ନାବାଳକଙ୍କୁ ପୋଲିସ ଧରିଛି। ଗତକାଲି ବିଳମ୍ବିତ ରାତିରେ…

Continue Readingଡକାୟତି ଯୋଜନା ବେଳେ ୫ ଜଣଙ୍କୁ ମାଡି ବସିଲା ପୋଲିସ

ଖାଲି ପଡ଼ିଛି ୯୫ ପଦ, ତଥାପି ଚାଲିଛି ତାଳଚେର ମେଡିକାଲ କଲେଜ: ତାଳଚେର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ କଲେଜରେ ଡାକ୍ତର ଅଭାବ ନେଇ ବିଧାନସଭାରେ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ। ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର…

Continue Readingଖାଲି ପଡ଼ିଛି ୯୫ ପଦ, ତଥାପି ଚାଲିଛି ତାଳଚେର ମେଡିକାଲ କଲେଜ: ତାଳଚେର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଅତିଷ୍ଠ ହେଲା ରାସ୍ତା ଦୁରବସ୍ଥା, ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର କଳାହୀରା ସହର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ଦୁରବସ୍ଥାକୁ ନେଇ ସୋମବାର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଦୀର୍ଘଦିନ ଧରି ରାସ୍ତାରେ ଖାଲଖମା ରହିବା ସହ ଭାରିଯାନ…

Continue Readingଅତିଷ୍ଠ ହେଲା ରାସ୍ତା ଦୁରବସ୍ଥା, ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଅନୁଗୋଳରେ ନିଶା ମୁକ୍ତ ଓଡ଼ିଶା ଅଭିଯାନ: ୮୦୦ କିଲୋରୁ ଅଧିକ ଗଞ୍ଜେଇ ନଷ୍ଟ କରାଗଲା

ଅନୁଗୋଳ: ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ର ଅଂଶସ୍ୱରୂପ ଅନୁଗୋଳ ପୋଲିସ ପକ୍ଷରୁ ଆଜି ବଡ଼ ପରିମାଣର ଜବତ ଗଞ୍ଜେଇ ନଷ୍ଟ କରାଯାଇଛି।  ଏସ୍‌ପି ରାହୁଲ ଜୈନଙ୍କ ତତ୍ତ୍ୱାବଧାନରେ ନାଲକୋ ଇନସିନେରେଟରରେ ୮୦୦ କିଲୋଗ୍ରାମରୁ ଅଧିକ ଜବତ ଗଞ୍ଜେଇକୁ ନଷ୍ଟ କରାଯାଇଥିଲା। ନଷ୍ଟ…

Continue Readingଅନୁଗୋଳରେ ନିଶା ମୁକ୍ତ ଓଡ଼ିଶା ଅଭିଯାନ: ୮୦୦ କିଲୋରୁ ଅଧିକ ଗଞ୍ଜେଇ ନଷ୍ଟ କରାଗଲା