ହିମାଳୟର ୧୩,୮୪୩ ଫୁଟ ଉଚ୍ଚ ପାଟଲସୁ ଶିଖର ଆରୋହଣ କଲେ ଅନୁଗୋଳର ସ୍ୱପ୍ନିଳଆକାଶ

You are currently viewing ହିମାଳୟର ୧୩,୮୪୩ ଫୁଟ ଉଚ୍ଚ ପାଟଲସୁ ଶିଖର ଆରୋହଣ କଲେ ଅନୁଗୋଳର ସ୍ୱପ୍ନିଳଆକାଶ

ଅନୁଗୋଳ: ହିମାଳୟ ପର୍ବତମାଳାର ୪,୩୪୦ ମିଟର (୧୩,୮୪୩ ଫୁଟ) ଉଚ୍ଚ ପାଟଲସୁ ଶିଖରକୁ ମାତ୍ର ଗୋଟିଏ ଦିନରେ ଅମ୍ଳଜାନ ସହାୟତା ବିନା ଟ୍ରେକିଂ କରି ସଫଳତା ହାସଲ କରିଛନ୍ତି ଚାରି ଜଣ ପର୍ବତାରୋହୀ। ସେମାନଙ୍କ ମଧ୍ୟରେ ଅନୁଗୋଳ ହେମସୁରପଡ଼ାର ସ୍ୱପ୍ନିଳଆକାଶ ଦାଶ ରହିଛନ୍ତି।

ଏହି ଦଳରେ ଆସାମର ସାୟାମ ମଜୁମଦାର, ଓଡ଼ିଶା ଅନୁଗୋଳର ସ୍ୱପ୍ନିଳଆକାଶ ଦାଶ, ଦିଲ୍ଲୀର ଆଦିତ୍ୟ ରାଜ ଏବଂ ଜିମ୍ବାୱେର ଓନିଆଜ୍ ମୁଜିରା ସାମିଲ ଥିଲେ।ସ୍ୱପ୍ନିଳଆକାଶଙ୍କ ଏହି ସଫଳତା ଅନୁଗୋଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।

Share

Leave a Reply