ମା’ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ: ଚଳିତ ବର୍ଷ ପାଇଁ କାର୍ଯ୍ୟକାରୀ ସଭାପତି ତାପସ ଏବଂ ସମ୍ପାଦକ ଭାବେ ମନ୍ଦର ମନୋନୀତ
ଅନୁଗୋଳ: ସ୍ଥାନୀୟ ଷ୍ଟେସନ ଛକ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ମା' ଦୁର୍ଗା ପୂଜା ଟ୍ରଷ୍ଟ ର ଏକ ସାଧାରଣ ବୈଠକ ସଭାପତି ନିଲୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚଳିତ ବର୍ଷ ପୂଜାକୁ କିପରି ଶାନ୍ତି ଶୃଙ୍ଖଳା ଓ ଧୁମଧାମରେ…




