ଦୁର୍ଗାପୂଜାରେ ରୟାଲ୍ ଲୁକ୍ ପାଇଁ ଏସ୍.ଏନ୍.କେ ରୟାଲର ସ୍ୱତନ୍ତ୍ର ଅଫର୍

You are currently viewing ଦୁର୍ଗାପୂଜାରେ ରୟାଲ୍ ଲୁକ୍ ପାଇଁ ଏସ୍.ଏନ୍.କେ ରୟାଲର ସ୍ୱତନ୍ତ୍ର ଅଫର୍

ଅନୁଗୋଳ: ପାର୍ବଣ ଋତୁରେ ନୂଆ ଫ୍ୟାଶନ୍ ସହ ଆକର୍ଷଣୀୟ ଲୁକ୍ ପାଇବା ପାଇଁ ଗ୍ରାହକଙ୍କ ନିମନ୍ତେ ଏସ୍.ଏନ୍.କେ ରୟାଲ୍ ପକ୍ଷରୁ ସ୍ୱତନ୍ତ୍ର ପୂଜା ଅଫର୍ ଆରମ୍ଭ କରାଯାଇଛି। ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ପ୍ରିମିୟମ୍ ଏଥ୍ନିକ୍ ୱେୟାର୍, ଡିଜାଇନର୍ ଶାଢ଼ି ଓ ଅତ୍ୟାଧୁନିକ ଫ୍ୟାଶନ୍ ପୋଷାକର ବିଭିନ୍ନ କଲେକ୍ସନ୍ ଏଠାରେ ଉପଲବ୍ଧ ରହିଛି।

ଏହି ଅଫର୍ ଅନୁଯାୟୀ, ୪,୪୯୯ ଟଙ୍କାର କିଣାକିଣିରେ ୫ ପ୍ରତିଶତ ଏବଂ ୪,୫୦୦ରୁ ୮,୯୯୯ ଟଙ୍କା ପର୍ଯ୍ୟନ୍ତ କିଣାକିଣିରେ ୧୦ ପ୍ରତିଶତ ରିହାତି ମିଳିବ। ସେହିପରି ୯,୦୦୦ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ କିଣାକିଣିରେ ୧୦ ପ୍ରତିଶତ ରିହାତି ସହ ମାତ୍ର ୧ ଟଙ୍କାରେ ବ୍ଲୁଟୁଥ୍ ସ୍ପିକର୍ ପାଇବାର ସୁଯୋଗ ରହିଛି। ଏଥିସହ ୪,୫୦୦ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ କିଣାକିଣି ଉପରେ ଗ୍ରାହକଙ୍କୁ ଆକର୍ଷଣୀୟ ଗିଫ୍ଟ କୁପନ୍ ମଧ୍ୟ ପ୍ରଦାନ କରାଯିବ।

ପାର୍ବଣରେ ନିଜ ପସନ୍ଦର ପୋଷାକ କିଣିବା ସହ ଆକର୍ଷଣୀୟ ଅଫର୍‌ର ଲାଭ ଉଠାଇବାକୁ ଗ୍ରାହକମାନେ ଅନୁଗୋଳ ଗାନ୍ଧୀମାର୍ଗ ଛକ ଓ ତାଳଚେର ଶର୍ମା ଛକସ୍ଥିତ ଏସ୍.ଏନ୍.କେ ରୟାଲ୍ ଷ୍ଟୋର୍ ପରିଦର୍ଶନ କରିପାରିବେ। ଏହି ଅଫର୍‌ରେ ସର୍ତ୍ତାବଳି ଲାଗୁ ହେବ।

Share

Leave a Reply