ଲକ୍ଷ୍ମୀ ହୋଣ୍ଡାର ‘Honda Joy Fest 2026’: ଆଜିର ବିଜେତା ସନ୍ତୋଷ କୁମାର ସାହୁ

You are currently viewing ଲକ୍ଷ୍ମୀ ହୋଣ୍ଡାର ‘Honda Joy Fest 2026’: ଆଜିର ବିଜେତା ସନ୍ତୋଷ କୁମାର ସାହୁ

ଅନୁଗୋଳ: ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଚାଲିଥିବା ପାର୍ବଣ ଅଫର ‘The Honda Joy Fest 2026’ ରେ ଆଜିର ବିଜେତା ଭାବେ ପୁରସ୍କୃତ ହୋଇଛନ୍ତି ସନ୍ତୋଷ କୁମାର ସାହୁ। ସେ ଅନୁଗୋଳ ଜରପଡ଼ା ପୋଷ୍ଟ ଅନ୍ତର୍ଗତ ଜରଡ଼ା ଗ୍ରାମର ବାସିନ୍ଦା।

ଏହା ପୂର୍ବରୁ ପ୍ରଥମ ବିଜେତା ଭାବେ କିଶୋରନଗର ଥାନା କଲ୍ୟାଣପୁର ପଞ୍ଚାୟତ ଖଇରମୁଣ୍ଡାର ଜୟକୃଷ୍ଣ ସାହୁ ପୁରସ୍କୃତ ହୋଇଥିଲେ। ଅନୁଗୋଳ ଲକ୍ଷ୍ମୀ ହୋଣ୍ଡାର ସ୍ୱତ୍ୱାଧିକାରୀ ବିକ୍ରମ ଅଗ୍ରୱାଲଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଶାରଦୀୟ ଦୁର୍ଗାପୂଜା ଓ ଦୀପାବଳି ଅବସରରେ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଗ୍ରାହକଙ୍କ ପାଇଁ ବମ୍ପର ଅଫର ଜାରି ରହିଛି। ହୋଣ୍ଡା ସ୍କୁଟର ବା ବାଇକ୍ କିଣିଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ପ୍ରତ୍ୟେକ କ୍ରୟରେ ଫ୍ରିଜ୍, ୱାଶିଂ ମେସିନ୍, ଡିନର ସେଟ୍, ଏୟାର ଫ୍ରାୟର ଭଳି ନିଶ୍ଚିତ ଉପହାର ଏବଂ ଦୈନିକ ଲକି ଡ୍ର’ରେ iPhone 17 ଜିତିବାର ସୁଯୋଗ ରହିଛି। ମାତ୍ର ୫.୯୯% ସୁଧ ହାର, କମ୍ ଡାଉନ୍ ପେମେଣ୍ଟ ଓ ୬୦ ମାସ ପର୍ଯ୍ୟନ୍ତ କିସ୍ତି ସୁବିଧା ମଧ୍ୟ ରହିଛି।

Share

Leave a Reply