ଶରଧାପୁରରେ ମା’ ଗ୍ରାମେଶ୍ଵରୀ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ଅନୁଗୋଳ: ପୁରୁଣାକୋଟ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମରେ ମା’ ଗ୍ରାମେଶ୍ଵରୀ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି। ଗ୍ରାମକୁ ସ୍ୱଚ୍ଛ ଓ ରୋଗମୁକ୍ତ ରଖିବା ଲକ୍ଷ୍ୟରେ ସଂଘର ସଦସ୍ୟମାନେ ଶରଧାପୁର ହାଇସ୍କୁଲ ପରିସର ସମେତ ଗ୍ରାମର ବିଭିନ୍ନ…

Continue Readingଶରଧାପୁରରେ ମା’ ଗ୍ରାମେଶ୍ଵରୀ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ଆରମ୍ଭ: ମାଟି ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ

ଅନୁଗୋଳ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳରେ ଆସନ୍ନ ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ କରାଯାଇଛି। ପୂଜା କମିଟି ପକ୍ଷରୁ ଏକ ଶିବ ମନ୍ଦିର ପ୍ରାଙ୍ଗଣରୁ ମାଟି ସଂଗ୍ରହ କରାଯାଇଥିଲା।…

Continue Readingଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ଆରମ୍ଭ: ମାଟି ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ

ଢୋଲ-ନିଶାନରେ ଦୁଲୁକିଲା ପାଳଲହଡ଼ା, ବିଦାୟ ନେଲେ ଗଣପତି

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ସଦର ମହକୁମାରେ ଚାଲିଥିବା ଗଣେଶ ପୂଜା ଗୁରୁବାର ଭସାଣି ଉତ୍ସବ ସହ ଶେଷ ହୋଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟି ଅଧୀନରେ ଥିବା ୧୦ଟି ପୂଜା କମିଟି ପକ୍ଷରୁ ପାଳଲହଡ଼ା ଷ୍ଟାଡିୟମ ପରିସରରେ ମେଳଣ ଆୟୋଜିତ…

Continue Readingଢୋଲ-ନିଶାନରେ ଦୁଲୁକିଲା ପାଳଲହଡ଼ା, ବିଦାୟ ନେଲେ ଗଣପତି

ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଶ-ଖମାର ପ୍ରଥମ

ଅନୁଗୋଳ: ବିଜ୍ଞାନକୁ ଜନସାଧାରଣଙ୍କ ନିକଟତର କରିବା ଏବଂ ଜନକଲ୍ୟାଣରେ ବିଜ୍ଞାନର ଉପଯୋଗିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ ମୁଖ୍ୟ ଅତିଥି…

Continue Readingଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଶ-ଖମାର ପ୍ରଥମ

କୁଳୁମାରେ ଗଣେଶ ଭସାଣି ମେଲଣ: ୩୦,୫୫୫ ଟଙ୍କାରେ ବିକ୍ରି ହେଲା ଆଜ୍ଞା ଲଡ଼ୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା କୁଳୁମା ଗ୍ରାମରେ ବେଶ୍ ଉତ୍ସାହ ଓ ଭକ୍ତିମୟ ପରିବେଶରେ ଗଜାନାନଙ୍କ ଭସାଣି ଶୋଭାଯାତ୍ରା ଓ ମେଲଣ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଏହି ମେଲଣ ଆୟୋଜିତ ହୋଇଥିଲା।ସମାଜସେବୀ…

Continue Readingକୁଳୁମାରେ ଗଣେଶ ଭସାଣି ମେଲଣ: ୩୦,୫୫୫ ଟଙ୍କାରେ ବିକ୍ରି ହେଲା ଆଜ୍ଞା ଲଡ଼ୁ

ସହିଦ ବିକା ନାଏକଙ୍କ ୮୯ତମ ସହିଦ ଦିବସ ପାଳିତ

ଅନୁଗୋଳ: ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ପ୍ରଥମ ସହିଦ ବିକା ନାଏକଙ୍କ ୮୯ତମ ସହିଦ ଦିବସ ସୋମବାର କଣିହାଁ ଯାତ୍ରୀ ବିଶ୍ରାମାଗାର ପରିସରରେ ପାଳିତ ହୋଇଛି। ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ, କଣିହାଁ ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଟ୍ରଷ୍ଟ ସଭାପତି ବିନାୟକ…

Continue Readingସହିଦ ବିକା ନାଏକଙ୍କ ୮୯ତମ ସହିଦ ଦିବସ ପାଳିତ

ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଅନୁଗୋଳ: ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ରାକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନବନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ…

Continue Readingବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଗଣେଶ ପୂଜା ପାଇଁ ଲୋକାରଣ୍ୟ ତାଳଚେର, ମଣ୍ଡପ ବୁଲିଲେ ନଗରପାଳ ଓ ବିଜେପି ସଭାପତି

ଅନୁଗୋଳ: ପ୍ରସିଦ୍ଧ ତାଳଚେର ଗଣେଶ ପୂଜାର ୭ମ ସନ୍ଧ୍ୟାରେ ସହରରେ ଅଭୂତପୂର୍ବ ଜନଗହଳି ଦେଖିବାକୁ ମିଳିଛି। ଘୋଡ଼ାଶାଳରୁ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ୫ କିମି ରାସ୍ତା ଆକର୍ଷକ ଆଲୋକମାଳାରେ ଝଲସୁଛି। ଶତାଧିକ ମଣ୍ଡପରେ ପୂଜାପାଉଥିବା ଗଜାନନଙ୍କୁ ଦର୍ଶନ କରିଛନ୍ତି ତାଳଚେର ପୌରପରିଷଦ ନଗରପାଳ…

Continue Readingଗଣେଶ ପୂଜା ପାଇଁ ଲୋକାରଣ୍ୟ ତାଳଚେର, ମଣ୍ଡପ ବୁଲିଲେ ନଗରପାଳ ଓ ବିଜେପି ସଭାପତି

ନୂଆ ରୂପରେ ବଜାଜ୍‌ ପଲସର୍‌, ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

ଅନୁଗୋଳ: ବଜାଜ୍‌ ଅଟୋ ପକ୍ଷରୁ ୨୦୨୬ ମସିହାର ନୂଆ ପଲସର୍‌ ବାଇକ୍‌ ଭାରତୀୟ ବଜାରକୁ ଆସିଛି। ଏଥର କେବଳ ବାଇକ୍‌ର ଲୁକ୍‌ ବଦଳାଯାଇନାହିଁ, ବରଂ ଇଞ୍ଜିନ୍‌, ଚ୍ୟାସିସ୍‌ ଓ ସସ୍ପେନ୍ସନ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂଆ ପଲସର୍‌ରେ ଅନେକ ସ୍ମାର୍ଟ ସୁବିଧା…

Continue Readingନୂଆ ରୂପରେ ବଜାଜ୍‌ ପଲସର୍‌, ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

ଜଗମୋହନ କଲେଜରେ ‘ଇନ୍ଦିରା ପ୍ରଧାନ ସ୍ମୃତି ପାଠାଗାର’ ଉଦ୍‌ଘାଟିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ କୁଳୁମାସ୍ଥିତ ଜଗମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଇନ୍ଦିରା ପ୍ରଧାନ ସ୍ମୃତି ପାଠାଗାର’ ଉଦ୍‌ଘାଟିତ ହୋଇଛି। କଲେଜର ପ୍ରତିଷ୍ଠାତା ଜଗମୋହନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠାଗାରର ଶୁଭ ଉଦ୍‌ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ…

Continue Readingଜଗମୋହନ କଲେଜରେ ‘ଇନ୍ଦିରା ପ୍ରଧାନ ସ୍ମୃତି ପାଠାଗାର’ ଉଦ୍‌ଘାଟିତ