DIET ଅନୁଗୋଳରେ ସ୍ୱାଗତ ସମାରୋହ: ଯୋଗଦେଲେ ତିନି ନବନିଯୁକ୍ତ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ପକ୍ଷରୁ ନବନିଯୁକ୍ତ ତିନିଜଣ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କୁ ସ୍ୱାଗତ କରାଯାଇଛି। ଅନୁଷ୍ଠାନରେ ଆୟୋଜିତ ଏହି ସ୍ୱାଗତ ସମାରୋହରେ ମଧୁମିତା ଦାଶ, ରାଜେଶ କୁମାର ଭୋଇ ଏବଂ ମମତା ମଞ୍ଜରୀ ସାହୁ ଯୋଗଦେଇଥିଲେ।…

Continue ReadingDIET ଅନୁଗୋଳରେ ସ୍ୱାଗତ ସମାରୋହ: ଯୋଗଦେଲେ ତିନି ନବନିଯୁକ୍ତ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ

୮୦ତମ ସ୍ୱାଧୀନତା ଦିବସ ଓ ‘ବନ୍ଦେ ମାତରମ୍’ ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଦେଶଭକ୍ତିର ଉତ୍ସବ

ଅନୁଗୋଳ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଅନୁଗୋଳ ଜିଲ୍ଲା ସମିତିର ଆୟୋଜନରେ ୧୫୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ୮୦ତମ ସ୍ୱାଧୀନତା ଦିବସ ଏବଂ 'ବନ୍ଦେ ମାତରମ୍' ର ୧୫୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି…

Continue Reading୮୦ତମ ସ୍ୱାଧୀନତା ଦିବସ ଓ ‘ବନ୍ଦେ ମାତରମ୍’ ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଦେଶଭକ୍ତିର ଉତ୍ସବ

ପୁରୁଣାକୋଟ ବୃଦ୍ଧାଶ୍ରମ ପରିଦର୍ଶନ କଲେ ଢେଙ୍କାନାଳ ସାଂସଦ, ଅନ୍ତେବାସୀଙ୍କ ଅସୁବିଧା ବୁଝିଲେ

ଅନୁଗୋଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି  ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଗସ୍ତ ସମୟରେ ସେ ପ୍ରଥମେ ବରିଷ୍ଠ ବିଜେପି ନେତା କାଳନ୍ଦି ପ୍ରଧାନଙ୍କ ମାତୃ ବିୟୋଗରେ ତାଙ୍କ ଗ୍ରାମ ଗଇନ୍ଦି ସ୍ଥିତ…

Continue Readingପୁରୁଣାକୋଟ ବୃଦ୍ଧାଶ୍ରମ ପରିଦର୍ଶନ କଲେ ଢେଙ୍କାନାଳ ସାଂସଦ, ଅନ୍ତେବାସୀଙ୍କ ଅସୁବିଧା ବୁଝିଲେ

ଅମଲାପଡ଼ା ମହାବିନାୟକ ୟୁଥ୍ କ୍ଲବ୍ ରେ ଗଣେଶ ପୂଜା ପ୍ରସ୍ତୁତି ଆରମ୍ଭ, ନୂତନ କମିଟି ଗଠନ

ଆସନ୍ତା ଗଣେଶ ପୂଜାକୁ ମହାଆଡମ୍ବରେ ପାଳନ କରିବା ପାଇଁ ଆଜି ଅମଲାପଡ଼ା ସ୍ଥିତ ମହାବିନାୟକ ୟୁଥ୍ କ୍ଲବ୍ ପ୍ରାଙ୍ଗଣରେ ପୂଜା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷର ଗଣେଶ ପୂଜାର…

Continue Readingଅମଲାପଡ଼ା ମହାବିନାୟକ ୟୁଥ୍ କ୍ଲବ୍ ରେ ଗଣେଶ ପୂଜା ପ୍ରସ୍ତୁତି ଆରମ୍ଭ, ନୂତନ କମିଟି ଗଠନ

ବିଶ୍ବ ଅଙ୍ଗଦାନ ଦିବସ ପାଳିତ

ଅନୁଗୋଳ: ଗତ ୧୩ ତାରିଖ  ଦିନ ନାଲକୋ ଡାକ୍ତରଖାନା ସଭାଗୃହରେ ବିଶ୍ବ  ଅଙ୍ଗଦାନ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରଫେସର  ଶାନ୍ତନୁ କୁମାର  ସର ମୁଖ୍ୟଅତିଥି ଭାବରେ ଯୋଗଦେଇ  ଅଙ୍ଗଦାନର ଆବଶ୍ୟକତା ଓ ଗୁରୁତ୍ବ ଦୃଷ୍ଟିରୁ ଏଥିପାଇଁ ବ୍ୟାପକ  ଜନସଚେତନା ସୃଷ୍ଟି…

Continue Readingବିଶ୍ବ ଅଙ୍ଗଦାନ ଦିବସ ପାଳିତ

ଦେଶପ୍ରେମର ରଙ୍ଗରେ ଝଲସିଲା ଛେଣ୍ଡିପଦା ଡାଏଟ୍: ଧୁମ୍‌ଧାମ୍‌ରେ ପାଳିତ ହେଲା ସ୍ୱାଧୀନତା ଦିବସ

ଅନୁଗୋଳ: ସ୍ଥାନୀୟ ଛେଣ୍ଡିପଦା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ୍) ପରିସରରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଓ…

Continue Readingଦେଶପ୍ରେମର ରଙ୍ଗରେ ଝଲସିଲା ଛେଣ୍ଡିପଦା ଡାଏଟ୍: ଧୁମ୍‌ଧାମ୍‌ରେ ପାଳିତ ହେଲା ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସରେ ଦୁଲୁକିଲା ଶରଧାପୁର: ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତରେ ବିଭୋର ହେଲେ ଦର୍ଶକ

ଅନୁଗୋଳ: ଜିଲ୍ଲାର ଅନୁଗୋଳ ବ୍ଲକ୍‌ ଅନ୍ତର୍ଗତ ଶରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ବେଶ୍‌ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଛି। ବିଦ୍ୟାଳୟ ଏବଂ ସମାଜସେବୀ ଶିବୁ ନାୟକଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ…

Continue Readingସ୍ୱାଧୀନତା ଦିବସରେ ଦୁଲୁକିଲା ଶରଧାପୁର: ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତରେ ବିଭୋର ହେଲେ ଦର୍ଶକ

ଆନନ୍ଦ-ଉଲ୍ଲାସରେ ପାଳିତ ହେଲା “ଗୁରୁକୁଳ କ୍ଲାସେସ୍” ର ପ୍ରତିଷ୍ଠା ଦିବସ

ଅନୁଗୋଳ: ଅମଲାପଡା ସ୍ଥିତ ୬ଷ୍ଠ ଲେନ୍ ରେ ଥିବା "ଗୁରୁକୁଳ କ୍ଲାସେସ୍" କୋଚିଙ୍ଗ ସେଣ୍ଟରର ୪ର୍ଥ ପ୍ରତିଷ୍ଠା ଦିବସ ସହିତ ପାଳନ କରାଯାଇଛି। ଆରମ୍ଭରେ ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ ପ୍ରଧାନ କେକ୍ କାଟି ଦିବସ ଉତ୍ସବର ଶୁଭାରମ୍ଭ କରି କହିଲେ ଯେ,…

Continue Readingଆନନ୍ଦ-ଉଲ୍ଲାସରେ ପାଳିତ ହେଲା “ଗୁରୁକୁଳ କ୍ଲାସେସ୍” ର ପ୍ରତିଷ୍ଠା ଦିବସ

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଅନୁଗୋଳ: ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଅନୁଗୋଳ, ବନ୍ତଳା, ବାରଗୌଣିଆ, ତଳମୂଳ, ନାଲକୋ ନଗର, ବଅଁରପାଳ ଓ ମହୀଧରପୁର ସରସ୍ୱତୀ ଶିଶୁ ବିଦ୍ୟା…

Continue Readingସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୨ ୟୁନିଟ୍‌ ରକ୍ତ ସଂଗୃହୀତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ସ୍ଥିତ ପ୍ରଜ୍ଞା ଜାଗୃତି ଶିକ୍ଷାନିକେତନ ପରିସରରେ ନ୍ୟାସନାଲ କ୍ଲବ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୋଟ ୫୨ ଜଣ ସ୍ବେଚ୍ଛାସେବୀ ସ୍ବଇଚ୍ଛାରେ ରକ୍ତଦାନ କରିଛନ୍ତି।…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୨ ୟୁନିଟ୍‌ ରକ୍ତ ସଂଗୃହୀତ