ଅନୁଗୋଳ: ସମର୍ପଣ ଏକାଡେମୀର ମାଟିଆସାହି କ୍ୟାମ୍ପସରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି। ପରିଚାଳନା ନିର୍ଦ୍ଦେଶକ ନିରୋଦ ସାହୁ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରି ଗାନ୍ଧୀ-ଶାସ୍ତ୍ରୀଙ୍କ ଆଦର୍ଶରେ ଜୀବନ ଗଢିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ କୋଅର୍ଡିନେଟର ବୀରେନ ପ୍ରଧାନ, ଉତ୍କଳ ସାହୁ, ଲୋପାମୁଦ୍ରା ଦାସ ସହଯୋଗ କରିଥିଲେ।
ସମର୍ପଣ ଏକାଡେମୀରେ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳି
- Post published:October 2, 2026
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul






