ଆଜିର ରାଶିଫଳ
ମେଷ: କୃଷ୍ଣପକ୍ଷର ନବମ ଚନ୍ଦ୍ରହେତୁ ମାନସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ନିଜ ପ୍ରିୟବନ୍ଧୁକିମ୍ବାପୁରାତନ ବନ୍ଧୁଙ୍କ ସହମତାନୁର,ପରିବାରରେ ମନୋମାଳିନ୍ୟ ଏବଂ ମନରେ ଅସ୍ଥିରତାଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗିରହିବ। ଆର୍ଥିକ ସ୍ଥିତି ପ୍ରଭାବିତ ହେବ। ସହକର୍ମୀଙ୍କ ଉପହାସର…
