ଖୁବଶୀଘ୍ର ସକାଳୁଆ ସ୍କୁଲ ! ଖରାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି

ଭୁବନେଶ୍ଵର: ଖୁବଶୀଘ୍ର ରାଜ୍ୟରେ ହେବ ସକାଳୁଆ ସ୍କୁଲ। ସକାଳୁଆ ସ୍କୁଲ୍‌ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେବେ ରାଜ୍ୟରେ ଦିନକୁ ଦିନ ତାତି ବଢ଼ୁଛି। ସରକାର ଏନେଇ ଅବଗତ ଅଛନ୍ତି। କେବେ…

Continue Readingଖୁବଶୀଘ୍ର ସକାଳୁଆ ସ୍କୁଲ ! ଖରାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି

ଅସହିଷ୍ଣୁ ବିରୋଧୀ: ଉଦଘାଟନ ପୂର୍ବରୁ ଭାଙ୍ଗିଲେ ହାଇମାଷ୍ଟ ଲାଇଟ୍ ପୋଷ୍ଟ

ଅନୁଗୁଳ: ଉଦଘାଟନ ପୂର୍ବରୁ ନୂଆ ଲାଗିଥିବା ହାଇମାଷ୍ଟ ଲାଇଟ୍ ପୋଷ୍ଟକୁ ଭାଙ୍ଗିଦେଲେ ବିରୋଧୀ ଗୋଷ୍ଠୀର କିଛି ଲୋକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର୍ ଉପର ଛକରେ। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…

Continue Readingଅସହିଷ୍ଣୁ ବିରୋଧୀ: ଉଦଘାଟନ ପୂର୍ବରୁ ଭାଙ୍ଗିଲେ ହାଇମାଷ୍ଟ ଲାଇଟ୍ ପୋଷ୍ଟ

ଏଣିକି ବସ୍‌ରେ ଗଲେ ଅଧା ଭଡ଼ା ଦେବେ ଛାତ୍ରଛାତ୍ରୀ, ସୂଚନା ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର : ବସ୍‌ରେ ଗଲେ ଅଧା ଭଡ଼ା ଦେବେ ବିଦ୍ୟାର୍ଥୀ। ବସ୍‌ରେ ଯାତାୟାତ କରୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ପ୍ରତିଶତ ରିହାତି। ଏ ନେଇ ବିଧାସସଭାରେ ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଶୁକ୍ରବାର…

Continue Readingଏଣିକି ବସ୍‌ରେ ଗଲେ ଅଧା ଭଡ଼ା ଦେବେ ଛାତ୍ରଛାତ୍ରୀ, ସୂଚନା ଦେଲେ ପରିବହନ ମନ୍ତ୍ରୀ

ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଅନୁଗୁଳ: ଶିଶୁକନ୍ୟାର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। କେହି ଦୁର୍ବୃତ୍ତ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଶିଶୁ କନ୍ୟା ଜଣକ ହଜି…

Continue Readingଶିଶୁକନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ମାର୍ଚ୍ଚରୁ ଉପର ମୁହାଁ ପାରଦ : ୧୬ ଯାଏଁ ରାଜ୍ୟରେ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ବର: ମାର୍ଚ୍ଚରୁ ଆରମ୍ଭ ହେଲାଣି ଖରା। ଆସନ୍ତାକାଲି ଯାଏଁ ତାତିରୁ ନିସ୍ତାର ନାହିଁ। ୧୬ ତାରିଖ ଯାଏଁ ରାଜ୍ୟରେ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତାପମାତ୍ରା ୪୧…

Continue Readingମାର୍ଚ୍ଚରୁ ଉପର ମୁହାଁ ପାରଦ : ୧୬ ଯାଏଁ ରାଜ୍ୟରେ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ

ହୋଲିରେ ଅଘଟଣ! ଶୋଇଥିବା ବେଳେ ସର୍ଟସର୍କିଟ, ପୋଡ଼ିଗଲେ ୪ ଯୁବକ

ଅନୁଗୁଳ: ହୋଲିରେ ଅଘଟଣ। ଶୋଇଥିବା ବେଳେ ଘରେ ନିଆଁ ଲାଗି ପୋଡ଼ିଗଲେ ୪ ଯୁବକ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଗୁରୁତର…

Continue Readingହୋଲିରେ ଅଘଟଣ! ଶୋଇଥିବା ବେଳେ ସର୍ଟସର୍କିଟ, ପୋଡ଼ିଗଲେ ୪ ଯୁବକ

ହୋଟେଲରେ ବାସି ଖାଦ୍ୟ ପରିବେଷଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଗ୍ରାହକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ସ୍ଥିତ ଏକ ହୋଟେଲରେ ଗ୍ରାହକଙ୍କୁ ବାସି ଖାଦ୍ୟ ଦିଆଯାଉଥ‌ିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲାର କିଛି ଯାତ୍ରୀ ଶୁକ୍ରବାର ହୋଟେଲରେ ସାଧା ମିଲ୍ ଖାଇଥିଲେ। ତେବେ ସମ୍ପୃକ୍ତ ହୋଟେଲରେ ବାସି ଖାଦ୍ୟ ଦିଆଯାଇଥ‌ିବା…

Continue Readingହୋଟେଲରେ ବାସି ଖାଦ୍ୟ ପରିବେଷଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଗ୍ରାହକ

ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ଖାଲି ଥିବା ଡାକ୍ତର ପଦବୀ ପୂରଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଡାକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଜି ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଡାକ୍ତର ନିଯୁକ୍ତି କରିବା ପାଇଁ ଦାବି…

Continue Readingଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ଖାଲି ଥିବା ଡାକ୍ତର ପଦବୀ ପୂରଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

ଶିକ୍ଷକଙ୍କୁ ହନିଟ୍ରାପରେ ଫସାଇ ଅଣଓଡ଼ିଆ ବେପାରୀ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

ଅନୁଗୁଳ: ଆଖିଥିଲେ ସବୁ ଦେଖିବ, କାନ ଥିଲେ ସବୁ ଶୁଣିବ। ସମ୍ପ୍ରତି ଅନୁଗୁଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଏପରି ହେଇଛି କେତେ ବେଳେ କଣ ଘଟିବ କହିହେବ ନାହିଁ। ଅନୁଗୁଳରେ ଚୋର, ଖଣ୍ଟ, ଲୁଟେରା, ଡକାୟତ ତ ମାତିଛନ୍ତି। ପୋଲିସ ଡାଳେ…

Continue Readingଶିକ୍ଷକଙ୍କୁ ହନିଟ୍ରାପରେ ଫସାଇ ଅଣଓଡ଼ିଆ ବେପାରୀ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

କୋଭିଡ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ, ସାରା ଦେଶକୁ ଅକ୍ସିଜେନ ସପ୍ଲାଏ କରିଥିଲା ଓଡ଼ିଶା

ଭୁବନେଶ୍ୱର: କୋଭିଡ ରାଜ୍ୟ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ। ୨୦୨୦ ମାର୍ଚ୍ଚ ୧୧ରେ ମହାମାରୀ ଘୋଷଣା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଦିନକ ପରେ ଅର୍ଥାତ ୧୩ ମାର୍ଚ୍ଚ ୨୦୨୦ରେ ରାଜ୍ୟରେ ହୋଇଥିଲା ବିପର୍ଯ୍ୟୟ ଘୋଷଣା। ମାର୍ଚ୍ଚ ୧୬ରେ ପ୍ରଥମ…

Continue Readingକୋଭିଡ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ, ସାରା ଦେଶକୁ ଅକ୍ସିଜେନ ସପ୍ଲାଏ କରିଥିଲା ଓଡ଼ିଶା