ଘର କଳି ନେଲା ଜୀବନ, ବିଷ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା

ଅନୁଗୁଳ: ଘର କଳିରୁ ବିଷ ପିଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଅନୁଗୁଳ ଥାନା ଅଧୀନରେ ଥିବା ସ୍ଥାନୀୟ ରାଧାରମଣପଡ଼ାର ପରି ଚନ୍ଦ୍ର ବେହେରା (୫୦) କୌଣସି କାରଣରୁ…

Continue Readingଘର କଳି ନେଲା ଜୀବନ, ବିଷ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା

ବାଇକ୍ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର ପରଙ୍ଗ ଗ୍ରାମ ଛକ ନିକଟରେ ବାଇକ ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ପରଙ୍ଗ ଉଚ୍ଚବିଦ୍ୟାଳୟର…

Continue Readingବାଇକ୍ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଖେଳ ହେଲା କାଳ: କୂଅରେ ପଡ଼ି ନାବାଳକର ମୃତ୍ୟୁ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଅର୍କିଲ ଗ୍ରାମରେ ଏକ ଖୋଲା କୂଅରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖବର ପାଇ ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୯/୨୩ ରେ ଅପମୃତ୍ୟୁ ମାମଲା ରୁଜୁ କରି…

Continue Readingଖେଳ ହେଲା କାଳ: କୂଅରେ ପଡ଼ି ନାବାଳକର ମୃତ୍ୟୁ

ରେଳ ଧାରଣାରୁ ରେଳ କର୍ମଚାରଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଜବତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ପୁରୁଣା ରେଳ ଷ୍ଟେସନ ଧାରଣାରୁ ଜଣେ ରେଳ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ରେଳ କର୍ମଚାରୀ ହେଲେ ତାଳଚେରର ବିନୋଦ କୁମାର ଧର(୫୬)। ସୂଚନା ମୁତାବକ, ବିନୋଦ ଜରପଡ଼ା ରେଳ…

Continue Readingରେଳ ଧାରଣାରୁ ରେଳ କର୍ମଚାରଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଜବତ

ଛେଣ୍ଡିପଦା ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ଉ: ଲକ୍ଷାଧିକ ଟଙ୍କାର ଶାଗୁଆନ ପଟ୍ଟା ଓ ଶାଳ ଚୌକାଠ ଜବତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପକ୍ଷରୁ ଶନିବାର ଦୁଇଟି ସ୍ଥାନରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ ପଟ୍ଟା ଓ ଶାଳ ଚୌକାଠ ଜବତ କରାଯାଇଛି। ବନବିଭାଗ ସୂଚନା ମୁତାବକ, ଆଜି ସକାଳ ୮ଟାରେ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ…

Continue Readingଛେଣ୍ଡିପଦା ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ଉ: ଲକ୍ଷାଧିକ ଟଙ୍କାର ଶାଗୁଆନ ପଟ୍ଟା ଓ ଶାଳ ଚୌକାଠ ଜବତ

ଛେଣ୍ଡିପଦାରେ ମୋ ସ୍କୁଟି ଯୋଜନାରେ ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି ପ୍ରଦାନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରେ ଶୁକ୍ରବାର ଓଡ଼ିଶା ଜୀବିକା ମିଶନ ପକ୍ଷରୁ ମୋ ସ୍କୁଟି ଯୋଜନାରେ ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି ପ୍ରଦାନ କରାଯାଇଛି। ଛେଣ୍ଡିପଦା ବ୍ଲକରେ ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ପ୍ରମୋଦ କୁମାର…

Continue Readingଛେଣ୍ଡିପଦାରେ ମୋ ସ୍କୁଟି ଯୋଜନାରେ ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି ପ୍ରଦାନ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ମୋଟର ସାଇକେଲ, ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଥାନା ଗଡ଼ମଣ୍ଡଳ ପାତ୍ରପଡ଼ା ରାସ୍ତାରେ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ଗଛରେ ପିଟି ହୋଇଯିବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ ହଣ୍ଡପା ଥାନା ଗାଁ ବଇଣ୍ଡା ଗ୍ରାମର…

Continue Readingଭାରସାମ୍ୟ ହରାଇ ଗଛରେ ପିଟି ହେଲା ମୋଟର ସାଇକେଲ, ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ପକ୍ଷରେ ‘ରକ୍ତଦାନ ଶିବିର’ ଆୟୋଜିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ 'ରକ୍ତଦାନ ଶିବିର' ଆୟୋଜିତ ହୋଇଛି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଛେଣ୍ଡିପଦା ବ୍ଲକ…

Continue Readingବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ପକ୍ଷରେ ‘ରକ୍ତଦାନ ଶିବିର’ ଆୟୋଜିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଘର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ, ଛେଣ୍ଡିପଦାର ପଞ୍ଚାୟତ ଜିଆରଏସଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ପଞ୍ଚାୟତ ଜିଆରଏସ। ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ଜି ଆର ଏସ ଯଦୁମଣି ମାଝୀ ଘର କରାଇ ଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ…

Continue Readingଘର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ, ଛେଣ୍ଡିପଦାର ପଞ୍ଚାୟତ ଜିଆରଏସଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ତ୍ରିନାଥ ମେଳା ଭୋଗ ଖାଇବାକୁ ଯାଇ ପୁଅ ନିଖୋଜ, ୧୦ ଦିନ ତଳେ ପ୍ରେମିକାକୁ ଆଣି ଘରେ ରଖିଛି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରେଙ୍ଗ ନୁଆଁ ସାହିର ରଞ୍ଜନ ସାହୁଙ୍କ ପୁଅ ଲିକୁ ସାହୁ (୨୨) ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ସୂଚନା ଅନୁଯାୟୀ, ଲିକୁ ଗତ ବୁଧବାର ରାତିରେ ନିକଟସ୍ଥ ଭାଗିରଥିପୁର…

Continue Readingତ୍ରିନାଥ ମେଳା ଭୋଗ ଖାଇବାକୁ ଯାଇ ପୁଅ ନିଖୋଜ, ୧୦ ଦିନ ତଳେ ପ୍ରେମିକାକୁ ଆଣି ଘରେ ରଖିଛି