ଗଛକୁ ଭଲ ପାଉଥିବା ମଣିଷଟିଏ ‘ଶଶାଙ୍କ’, ବଗିଚାରେ ଲଗାଇଛନ୍ତି ହଜାରେରୁ ଅଧିକ ଦେଶୀ-ବିଦେଶୀ ଗଛ

ଛେଣ୍ଡିପଦା: ପେସା ସରକାରୀ ଚାକିରି କିନ୍ତୁ ମନଟା ପରା ପ୍ରକୃତି ପାଇଁ ବିକଳ। ସେଥିପାଇଁ ନିଶା ତାଙ୍କର ଗଛ ଲଗାଇବା, ସବୁଜିମା ସୃଷ୍ଟି କରିବା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଗ୍ରାମରେ ରୁହନ୍ତି ଏହି ପ୍ରକୃତି ପ୍ରେମୀ ଶଶାଙ୍କ ଶେଖର…

Continue Readingଗଛକୁ ଭଲ ପାଉଥିବା ମଣିଷଟିଏ ‘ଶଶାଙ୍କ’, ବଗିଚାରେ ଲଗାଇଛନ୍ତି ହଜାରେରୁ ଅଧିକ ଦେଶୀ-ବିଦେଶୀ ଗଛ

ସ୍କୁଟରରେ କୋଇଲା ଚୋରାଚାଲାଣ ବେଳେ ଫେରାର ଥିବା ଯୁବକକୁ ଗିରଫ କଲା ଛେଣ୍ଡିପଦା ପୋଲିସ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ଗତ ୨୬ ତାରିଖରେ ଚୋରା କୋଇଲା ଚାଲାଣ ବେଳେ ଫେରାର ଥିବା ଯୁବକକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ସମଲ ଥାନା ବିରୁ ଅଞ୍ଚଳର…

Continue Readingସ୍କୁଟରରେ କୋଇଲା ଚୋରାଚାଲାଣ ବେଳେ ଫେରାର ଥିବା ଯୁବକକୁ ଗିରଫ କଲା ଛେଣ୍ଡିପଦା ପୋଲିସ

ବିଭିନ୍ନ ସ୍ଥାନରୁ ୧୦ କ୍ୱିଣ୍ଟାଲ ଚୋରା କୋଇଲା ଜବତ, ୮ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଓ ନିଶା ଶିଳ୍ପାଞ୍ଚଳ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ୨୨ କ୍ୱିଣ୍ଟାଲ ଚୋରା କୋଇଲା ସହ ୩ଟି ସ୍କୁଟର ଓ ୫ଟି ମୋଟର ସାଇକେଲ ଜବତ କରାଯାଇଛି। ଏ ନେଇ…

Continue Readingବିଭିନ୍ନ ସ୍ଥାନରୁ ୧୦ କ୍ୱିଣ୍ଟାଲ ଚୋରା କୋଇଲା ଜବତ, ୮ ଗିରଫ

ଦୁଇ ପରିବାର ମଧ୍ୟରେ ମାଡ଼ପିଟ, ଦମ୍ପତି ଆହତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ସ୍ୱାମୀ ଓ ସ୍ତ୍ରୀ ଆହତ ହୋଇଛନ୍ତି। ଏ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ବାଲିପଟ୍ଟା ଗ୍ରାମର ବିଳାସିନୀ ଗତ…

Continue Readingଦୁଇ ପରିବାର ମଧ୍ୟରେ ମାଡ଼ପିଟ, ଦମ୍ପତି ଆହତ

ବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗ, ୪ ଜଣଙ୍କୁ ଗିରଫ କଲା ଛେଣ୍ଡିପଦା ପୋଲିସ

ଅନୁଗୁଳ: ବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗରେ ଛେଣ୍ଡିପଦା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ସଦର ଥାନା ଜରାଶିଙ୍ଗା ଗ୍ରାମ ପୁରୁଣା ସାହିର ରମେଶ ସାହୁ (ରମି), ଉତ୍ତର ପ୍ରଦେଶ ଅଞ୍ଚଳରୁ ଆସି…

Continue Readingବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗ, ୪ ଜଣଙ୍କୁ ଗିରଫ କଲା ଛେଣ୍ଡିପଦା ପୋଲିସ

ଡିପୋଜିଟ ହୋଇଥିବା ୯ ଲକ୍ଷ ଟଙ୍କା ବ୍ୟାଙ୍କରୁ ଗାଏବ, ଗ୍ରାହକ ହତାଶ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଛକରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ଜଣେ ହିତାଧିକାରୀଙ୍କ ଠାରୁ ୯ ଲକ୍ଷରୁ ଅଧିକ ଟଙ୍କା ହଡପ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ମାସରେ ଆଇସିଆଇସିଆଇ ବ୍ୟାଙ୍କ…

Continue Readingଡିପୋଜିଟ ହୋଇଥିବା ୯ ଲକ୍ଷ ଟଙ୍କା ବ୍ୟାଙ୍କରୁ ଗାଏବ, ଗ୍ରାହକ ହତାଶ

ବେଆଇନ ଚାଲାଣ ବେଳେ ଅଟୋ ସହ ୨୩ଖଣ୍ଡ ଶାଳ ଚୌକାଠ ଜବତ, ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ନୂଆଗାଁ ଗ୍ରାମ ନିକଟରୁ ବନବିଭାଗ ଚଢ଼ଉ କରି ୨୩ଖଣ୍ଡ ଶାଳ ଚୌକାଠ ବୋଝେଇ ଅଟୋ ସହିତ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ କାଠ ବ୍ୟବସାୟୀମାନେ ହେଲେ ମାମୁରିଆ ଗାଁର…

Continue Readingବେଆଇନ ଚାଲାଣ ବେଳେ ଅଟୋ ସହ ୨୩ଖଣ୍ଡ ଶାଳ ଚୌକାଠ ଜବତ, ୨ ଗିରଫ

ଭାଙ୍ଗିଲା ପ୍ରଶାସନର ନିଦ: ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ, ଚିଠିର ନକଲ ପାଇବା ପର୍ଯ୍ୟନ୍ତ ଚାଲିବ ପ୍ରତିବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଆଖପାଖ ୭ ଟି ମୌଜାର ଲୋକଙ୍କ ଦ୍ୱାରା ଦୀର୍ଘ ଦିନର ଆନ୍ଦୋଳନ ସହ ଦୁଇ ଦିନର ଅର୍ଥନୈତିକ ଅବରୋଧ ପରେ ଏବେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ…

Continue Readingଭାଙ୍ଗିଲା ପ୍ରଶାସନର ନିଦ: ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ, ଚିଠିର ନକଲ ପାଇବା ପର୍ଯ୍ୟନ୍ତ ଚାଲିବ ପ୍ରତିବାଦ

ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ କରିବାକୁ ଦାବି, ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

ଅନୁଗୁଳ: ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରୁ ବାଦ କରାଯିବା ପ୍ରତିବାଦରେ ଗତ ମାସ ୨୦ ତାରିଖରୁ ସ୍ଥାନୀୟ ଲୋକେ ଆନ୍ଦୋଳନରେ ବସିଛନ୍ତି। ଦୀର୍ଘ ଦିନ ଧରି ଧାରଣାରେ ବସିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ…

Continue Readingଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ କରିବାକୁ ଦାବି, ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ୧୦ ଦିନ ପରେ ହୋଇଥାନ୍ତା ବିବାହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମ ରାଜସ୍ବ କାର୍ଯ୍ୟାଳୟ ପାଖ ଜଙ୍ଗଲରେ ଥିବା ବନଦୁର୍ଗା ପୀଠ ନିକଟସ୍ଥ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ରେଙ୍ଗାଲି ଥାନା…

Continue Readingଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ୧୦ ଦିନ ପରେ ହୋଇଥାନ୍ତା ବିବାହ