ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ତଦନ୍ତ ଆରମ୍ଭ କଲା ପୋଲିସ

ଛେଣ୍ଡିପଦା: ଅଜଣା ଗାଡ଼ି ଧକ୍କାରେ ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ମହୀତଇଳା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ସନାତନ ରାଉତ ( ୪୨ ) ବୋଲି ଜଣାଯାଇଛି। ପୋଲିସ ମୁତାବକ, ସନାତନ ମଙ୍ଗଳବାର ରାତିରେ ଗାଁ ପୋଖରୀ ଆଡ଼କୁ…

Continue Readingଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ତଦନ୍ତ ଆରମ୍ଭ କଲା ପୋଲିସ

ବାଇକ୍‌କୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୩ ଆରୋହୀ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ୫୫ ନଂ  ଜାତୀୟ ରାଜପଥର ସାନ୍ତରାପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍‌ ଭ୍ୟାନ୍‌ ସାମ୍ନାରୁ ଆସୁଥିବା ବାଇକରେ ପିଟି ହୋଇଯିବାରୁ ୩ ଜଣଙ୍କ…

Continue Readingବାଇକ୍‌କୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୩ ଆରୋହୀ ମୃତ

ଗାଁ ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲେ ନିଖୋଜ

ଛେଣ୍ଡିପଦା: ସ୍ଥାନୀୟ ଜରପଡ଼ା ଥାନା କତଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ନିକଟସ୍ଥ ପୋଖରୀରୁ ଉଦ୍ଧାର ହୋଇଛି। ମୃତକ ଶ୍ରୀକର ବାଘଙ୍କ ପୁଅ ଚିଣ୍ଟୁ ବାଘ (୧୯) ବୋଲି ଜଣାଯାଇଛି। ସୂଚନା ମୁତାବକ, ଚିଣ୍ଟୁ ଗତ ଶୁକ୍ରବାର ସଂଧ୍ୟାରେ ଶୌଚ…

Continue Readingଗାଁ ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲେ ନିଖୋଜ

ବିଜୁ ଜୟନ୍ତୀରେ ବିଜେଡିକୁ ଝଟକା: ବିଜେପିରେ ଯୋଗ ଦେଲେ କତଡ଼ା ପଞ୍ଚାୟତ ବିଜୁ ଜନତା ଦଳର ୫୦ରୁ ଊର୍ଦ୍ଧ୍ଵ କର୍ମୀ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ କତଡ଼ା ପଞ୍ଚାୟତର ବହୁ ବରିଷ୍ଠ ବିଜୁ ଜନତା ଦଳର କର୍ମୀମାନେ ବିଜେଡି ତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଛେଣ୍ଡିପଦା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏହି ମିଶ୍ରଣ ପର୍ବରେ ବିଜେପି…

Continue Readingବିଜୁ ଜୟନ୍ତୀରେ ବିଜେଡିକୁ ଝଟକା: ବିଜେପିରେ ଯୋଗ ଦେଲେ କତଡ଼ା ପଞ୍ଚାୟତ ବିଜୁ ଜନତା ଦଳର ୫୦ରୁ ଊର୍ଦ୍ଧ୍ଵ କର୍ମୀ

ଟାଟା ପାୱାରର ବାର୍ଷିକ ସମ୍ମିଳନୀ, ବିଦ୍ୟୁତ ବିଲ୍ ଆଦାୟ କ୍ଷେତ୍ରରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରଶଂସା

ଛେଣ୍ଡିପଦା/ ଜରପଡ଼ା: ଅନୁଗୁଳ ଇଲେକ୍ଟ୍ରିକାଲ ଡିଭିଜନସ୍ତରୀୟ ଟାଟା ପାୱାର କମ୍ପାନୀ ଡେଭଲପମେଣ୍ଟ ଲିମିଟେଡ ( ଟିପିସିଓଡିଏଲ ) ପକ୍ଷରୁ ଆନୁଆଲ ଆଭା ଶକ୍ତି ମିଟ ୨୦୨୨-୨୦୨୩ ସ୍ଥାନୀୟ ଜରପଡା କଲ୍ୟାଣ ମଣ୍ଡପରେ ଶନିବାର ଅନୁଷ୍ଠିତ ହୋଇଛି। ଆୟୋଜକ ସଂସ୍ଥା ସେଣ୍ଟର ଫର୍…

Continue Readingଟାଟା ପାୱାରର ବାର୍ଷିକ ସମ୍ମିଳନୀ, ବିଦ୍ୟୁତ ବିଲ୍ ଆଦାୟ କ୍ଷେତ୍ରରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରଶଂସା

୩୪ ଟି ମଦ ପାଉଚ ଜବତ, ଦୋକାନୀ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅନ୍ତର୍ଗତ ସାପୋଇନାଳୀ ଗାଁ ଛକରେ ଥିବା ଏକ ଦୋକାନରୁ ପୋଲିସ ୩୪ଟି ଦେଶୀ ମଦ ପାଉଚ ଜବତ କରିବା ସହ ଦୋକାନୀକୁ ଗିରଫ କରିଛି। ସୂଚନା ମୁତାବକ, ସପୋଇନାଳି ଗାଁ ଛକରେ ଦେଶୀ ମଦ…

Continue Reading୩୪ ଟି ମଦ ପାଉଚ ଜବତ, ଦୋକାନୀ ଗିରଫ

ରାମଚଣ୍ଡୀ ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଯେ, ଗୁରୁବାର ସକାଳେ ମନ୍ଦିର ପୂଜା କରିବାକୁ ଯିବା…

Continue Readingରାମଚଣ୍ଡୀ ମନ୍ଦିରରୁ ଚୋରି

ପିକଅପ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା, ଆରୋହୀ ମୃତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା ନିକଟରେ ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ବାଗେଡ଼ିଆ ଥାନା ରାଇପାଳ (ଖଇରବେରେଣି)ର…

Continue Readingପିକଅପ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା, ଆରୋହୀ ମୃତ

ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ନାବାଳକ ସହ ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା କର୍ଣ୍ଣପାଳ ଗାଁର ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନାବାଳକ ସହ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତ ୨୩ ତାରିଖ ଦିନ ମହିଳା ଜଣକ ଘର ବଗିଚାରେ…

Continue Readingମହିଳାଙ୍କୁ ଅସଦାଚରଣ ଅଭିଯୋଗ, ନାବାଳକ ସହ ଜଣେ ଗିରଫ

ବ୍ୟାଙ୍କରୁ ୧ କୋଟି ୮୫ ଲକ୍ଷ ଟଙ୍କା ଆତ୍ମସାତ୍, କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଇସିଆଇସିଆଇ ବ୍ୟାଙ୍କ ଶାଖାରୁ ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ପୋଲିସ ଶନିବାର ଡେପୁଟୀ ବ୍ରାଞ୍ଚ ମ୍ୟାନେଜର(ଡିବିଏମ୍)ଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବ୍ୟାଙ୍କ ଶାଖାର ଅଡିଟର ସ୍ବପ୍ନା…

Continue Readingବ୍ୟାଙ୍କରୁ ୧ କୋଟି ୮୫ ଲକ୍ଷ ଟଙ୍କା ଆତ୍ମସାତ୍, କର୍ମଚାରୀ ଗିରଫ