ବନ ବିଭାଗ କାର୍ଯ୍ୟାଳୟ ଭିତରେ ଥିବା ଜବତ ଗାଡ଼ିରୁ ପାର୍ଟସ ଚୋରି

ଛେଣ୍ଡିପଦା: ଛେଣ୍ଡିପଦା ବନ ବିଭାଗ ପକ୍ଷରୁ ଗତ ବର୍ଷ ଏପ୍ରିଲ ମାସରେ ଜବତ କରାଯାଇଥିବା ଚୋରା କେନ୍ଦୁପତ୍ର ବୋଝେଇ ଏକ ପିକଅପ ଭ୍ୟାନ(OD05 BC 8413)ର ପାର୍ଟସ ଚୋରି ହୋଇଯାଇଛି। ଆଜି ସକାଳୁ ଭ୍ୟାନର ଷ୍ଟେପିନ ଟାୟାର ସହିତ ଗାଡ଼ିରେ ଲାଗି…

Continue Readingବନ ବିଭାଗ କାର୍ଯ୍ୟାଳୟ ଭିତରେ ଥିବା ଜବତ ଗାଡ଼ିରୁ ପାର୍ଟସ ଚୋରି

ସରକାରୀ କାମ ପାଇଁ ଗଦା ହୋଇଥିବା ବିଦ୍ୟୁତ ଖୁଣ୍ଟ ଲୁଟିନେଲେ ଦୁର୍ବୃତ୍ତ, ଜାଣିପାରିଲାନି ପୋଲିସ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଫୁଲଝରି ଠାରୁ ଛେଣ୍ଡିପଦା ପର୍ଯ୍ୟନ୍ତ ନୂତନ ଏଗାର କେଭି ବିଦ୍ୟୁତ ଲାଇନ କାର୍ଯ୍ୟ ନିମନ୍ତେ ରାସ୍ତା କଡ଼ରେ ରଖାଯାଇଥିବା ବିଦ୍ୟୁତ ଖୁଣ୍ଟଗୁଡିକ ମଧ୍ୟରୁ କିଛି ଚୋରି ହୋଇଯାଇଛି। ଏ ନେଇ ଠିକାଦାର ଗୌତମ ମାଝୀ ଛେଣ୍ଡିପଦା ଥାନାରେ…

Continue Readingସରକାରୀ କାମ ପାଇଁ ଗଦା ହୋଇଥିବା ବିଦ୍ୟୁତ ଖୁଣ୍ଟ ଲୁଟିନେଲେ ଦୁର୍ବୃତ୍ତ, ଜାଣିପାରିଲାନି ପୋଲିସ

ଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ଅଭିଯୋଗ କଲେ ବୋହୂ

ଛେଣ୍ଡିପଦା: ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ନିଜ ସ୍ୱାମୀ ତଥା ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୀଡ଼ିତା ଅଭିଯୋଗ…

Continue Readingଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ଅଭିଯୋଗ କଲେ ବୋହୂ

ଆଉ ଜଙ୍ଗଲରେ ଲାଗିବନି ନିଆଁ: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ନେଲେ ଜରପଡ଼ାବାସୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅଧୀନ ଦୁର୍ଗାପୁର ପାଣସାହି ମୌଜା ବନ ସୁରକ୍ଷା ସମିତି ସଭାଗୃହ ଠାରେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜଙ୍ଗଲ ନିଆଁ ଓ ବନ୍ୟଜନ୍ତୁ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ସମିତି…

Continue Readingଆଉ ଜଙ୍ଗଲରେ ଲାଗିବନି ନିଆଁ: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ନେଲେ ଜରପଡ଼ାବାସୀ

କାଠ ଚୋରି ବେଳେ ଛେଣ୍ଡିପଦା ବନ ବିଭାଗର ଅତର୍କିତ ଚଢ଼ଉ, ୬୦ ହଜାର ଟଙ୍କାର ୮ ଶାଳ ଗଣ୍ଡି ଜବତ

ଛେଣ୍ଡିପଦା: ଛେଣ୍ଡିପଦା ରେଞ୍ଜ ପାଟକୁମୁଣ୍ତା ଗାଁ ନିକଟରେ ଥିବା ବିଜାପଦା ଜଙ୍ଗଲରୁ ବନ ବିଭାଗ ୮ଟି ଶାଳ ଗଣ୍ତି ଜବତ କରିଛି l ସୂଚନା ମୁତାବକ, ପାଟକମୁଣ୍ତା ଗ୍ରାମ ନିକଟ ବିଜାପଦା ଜଙ୍ଗଲରେ କିଛି ଲୋକ ଶାଳ ଗଛ କାଟି ରଖିଥିଲେ।…

Continue Readingକାଠ ଚୋରି ବେଳେ ଛେଣ୍ଡିପଦା ବନ ବିଭାଗର ଅତର୍କିତ ଚଢ଼ଉ, ୬୦ ହଜାର ଟଙ୍କାର ୮ ଶାଳ ଗଣ୍ଡି ଜବତ

ରାତି ଅଧିଆ ଯୁବକଙ୍କୁ ଲୁଟ୍ ଉଦ୍ୟମ ବିଫଳ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଜରପଡ଼ା ଥାନା କଞ୍ଜରା ମୁଣ୍ଡା ସାହିର ସତ୍ୟବାଦୀ ସାହୁ ଗୁରୁବାର ରାତିରେ ଜିନ୍ଦଲ କମ୍ପାନୀରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଲୁଟ ଉଦ୍ୟମ ହୋଇଛି। ଏ ନେଇ ସେ ଜରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,…

Continue Readingରାତି ଅଧିଆ ଯୁବକଙ୍କୁ ଲୁଟ୍ ଉଦ୍ୟମ ବିଫଳ, ହସ୍ପିଟାଲରେ ଭର୍ତ୍ତି

ପିକଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା, ୨ ଆରୋହୀ ଗୁରୁତର

ଛେଣ୍ଡିପଦା: ଛେଣ୍ଡିପଦା ଥାନା ସନ୍ତରାବନ୍ଧ ମହିଷାମର୍ଦ୍ଦିନୀ ପୀଠ ନିକଟରେ ବିଦ୍ୟୁତ ବିଭାଗ ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ କୋଶଳା ଗ୍ରାମର ବରୁଣ ବେହେରାଙ୍କ ପୁଅ ସରୋଜ…

Continue Readingପିକଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା, ୨ ଆରୋହୀ ଗୁରୁତର

ହଠାତ୍ ଜଳିଗଲା ୧୦ ପାଳଗଦା, କାରଣ ଅସ୍ପଷ୍ଟ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗଜାବୁରୀ ଖଳମାଳରେ ବୁଧବାର ମଧ୍ୟାହ୍ନରେ ନିଆଁ ଲାଗି ୧୦ ଟି ପାଳଗଦା ପୋଡି ପାଉଁଶ ହୋଇଯାଇଛି। ସୂଚନା ମୁତାବକ, ମଧ୍ୟାହ୍ନରେ କୌଣସି କାରଣରୁ ଛେଣ୍ଡିପଦା ଗ୍ରାମ ତଳ ସାହିର ପ୍ରଶାନ୍ତ ବେହେରା, ଜଗା ସାହୁ,…

Continue Readingହଠାତ୍ ଜଳିଗଲା ୧୦ ପାଳଗଦା, କାରଣ ଅସ୍ପଷ୍ଟ

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ମରାତିରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିକରି ବିଦ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଗ୍ରାମବାସୀ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିବା ଏହି ବିଦ୍ୟାଳୟରେ ୨୧୯ ଜଣ…

Continue Readingଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଛେଣ୍ଡିପଦା ବ୍ଲକ ଘେରିଲା ବିଜେପି

ଛେଣ୍ଡିପଦା: ଆଜି ଛେଣ୍ଡିପଦା ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷିତ କରାଯାଇଥିବା ଅଭିଯୋଗ କରି ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଓଡ଼ିଶା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରାଙ୍କ…

Continue Readingପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଛେଣ୍ଡିପଦା ବ୍ଲକ ଘେରିଲା ବିଜେପି