ଅସନ୍ତୋଷ ବିଜେଡି କର୍ମୀଙ୍କ ବୈଠକ, ବହିଷ୍କୃତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନଙ୍କୁ ଦଳରେ ପୁନର୍ବାର ମିଶାଇବା ନେଇ ଆଲୋଚନା

ଛେଣ୍ଡିପଦା: ଛେଣ୍ଡିପଦା ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ବନଦୁର୍ଗା ପୀଠରେ ଛେଣ୍ଡିପଦା ପଞ୍ଚାୟତର କିଛି ଅସନ୍ତୋଷ ବିଜେଡି କର୍ମୀଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଛି। ଏହି ବନ୍ଧୁମିଳନରେ ଅନୁଷ୍ଠିତ ବୈଠକରେ ଆସନ୍ତା ନିର୍ବାଚନରେ…

Continue Readingଅସନ୍ତୋଷ ବିଜେଡି କର୍ମୀଙ୍କ ବୈଠକ, ବହିଷ୍କୃତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନଙ୍କୁ ଦଳରେ ପୁନର୍ବାର ମିଶାଇବା ନେଇ ଆଲୋଚନା

ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ବୃଦ୍ଧ, ଘଟଣାସ୍ଥଳରେ ଗଲା ଜୀବନ

ଛେଣ୍ଡିପଦା: ବୁଧବାର ପୂର୍ବାହ୍ନରେ ବାଗେଡ଼ିଆ ଥାନା ପାଟକମୁଣ୍ଡା ଗାଁରେ ପୋଖରୀରେ ବୁଡି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ପାଟକମୁଣ୍ଡା ଗ୍ରାମର ଭୋଲେଶ୍ୱର ସାହୁ (୭୨) ଆଜି ସକାଳ ସାଢେ ଦଶଟା ସମୟରେ ଶୌଚ ହେବା ପାଇଁ ଗାଁ ମୁଣ୍ଡ…

Continue Readingଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ବୃଦ୍ଧ, ଘଟଣାସ୍ଥଳରେ ଗଲା ଜୀବନ

ଆଉଁଳି ନଦୀ ପଠାରୁ ନବଜାତକର ମୃତଦେହ ଉଦ୍ଧାର, କେହି ଜନ୍ମ ପରେ ଫିଙ୍ଗି ଦେଇଥିବା ସନ୍ଦେହ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ପାତ୍ରପଡା ପଞ୍ଚାୟତର ରାଇପାଳ ଗାଁ ଆଉଁଳି ନଦୀ ପଠାରୁ ଆଜି ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ରାଇପାଳ ଗାଁ ନିକଟସ୍ଥ ଆଉଁଳି ନଦୀ ପୋଲ ତଳେ ଏକ ନବଜାତ…

Continue Readingଆଉଁଳି ନଦୀ ପଠାରୁ ନବଜାତକର ମୃତଦେହ ଉଦ୍ଧାର, କେହି ଜନ୍ମ ପରେ ଫିଙ୍ଗି ଦେଇଥିବା ସନ୍ଦେହ

ଭୂଜାଲୀରେ ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଇଁଛପଦା ଗାଁଜରେ ଯୁବକଙ୍କୁ ଭୂଜାଲୀରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଜଣେ ଜୁବକଙ୍କୁ ଗିରଫ କରିଛି। ସୂଚନା ଅନଯାୟୀ, କଇଁଛପଦା ଗାଁର ଅଜିତ କୁମାର ମହାପାତ୍ର(୩୨) ସୋମବାର ତାଙ୍କ ସାଙ୍ଗମାନଙ୍କସହ…

Continue Readingଭୂଜାଲୀରେ ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

ସଡ଼କ ସୁରକ୍ଷା ସପ୍ତାହ ପାଳନ: ଛେଣ୍ଡିପଦାରେ ଗଡ଼ିଲା ସଚେତନତା ରଥ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ସଡକ ସୁରକ୍ଷା ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏ ଅବସରରେ ଏକ ସଚେତନତା ରଥ ଛେଣ୍ଡିପଦା ବଜାର ପରିକ୍ରମା କରିଥିଲା। ଅନୁଗୁଳ ପରିବହନ ବିଭାଗ ପକ୍ଷରୁ ଛେଣ୍ଡିପଦାରେ ଆୟୋଜିତ ସଡ଼କ…

Continue Readingସଡ଼କ ସୁରକ୍ଷା ସପ୍ତାହ ପାଳନ: ଛେଣ୍ଡିପଦାରେ ଗଡ଼ିଲା ସଚେତନତା ରଥ

ପୋଖରୀରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଗଲା ବୃଦ୍ଧଙ୍କ ଜୀବନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସିମିଳିପାଳ ପଞ୍ଚାୟତ ଜୟପଙ୍ଗା ଗାଁରେ ରବିବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଗୋପୀନାଥ ବେହେରା (୭୫)। ପୋଲିସ ସୂଚନା ମୁତାବକ, ରବିବାର ଅପରାହ୍ନରେ ଗୋପୀନାଥ ଘର ଠାରୁ ଅଳ୍ପ…

Continue Readingପୋଖରୀରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଗଲା ବୃଦ୍ଧଙ୍କ ଜୀବନ

ସ୍ୱୟଂ ସହାୟକ ଗୋଷ୍ଠୀର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ, ଯୋଗଦେଲେ ଓଡ଼ିଶା ଜୀବିକା ମିଶନର କର୍ମଚାରୀ

ଅନୁଗୁଳ: ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ନାବାର୍ଡ ତରଫରୁ ତୁକୁଡ଼ା ସ୍ଥିତ ଓଡ଼ିଶା ଜୀବିକା ମିଶନ ତାଲିମ୍ ଗୃହ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ୍ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସ୍ଥାନୀୟ…

Continue Readingସ୍ୱୟଂ ସହାୟକ ଗୋଷ୍ଠୀର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ, ଯୋଗଦେଲେ ଓଡ଼ିଶା ଜୀବିକା ମିଶନର କର୍ମଚାରୀ

ଜରପଡ଼ା ବନାଞ୍ଚଳ କାର୍ଯ୍ୟାଳୟରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର, ଖରାଦିନେ ବନ ସୁରକ୍ଷା ଉପରେ ଗୁରୁତ୍ୱ

ଛେଣ୍ଡିପଦା: ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ଆସନ୍ତା ଗ୍ରୀଷ୍ମ ଋତୁରେ କିଭଳି ଭାବେ…

Continue Readingଜରପଡ଼ା ବନାଞ୍ଚଳ କାର୍ଯ୍ୟାଳୟରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର, ଖରାଦିନେ ବନ ସୁରକ୍ଷା ଉପରେ ଗୁରୁତ୍ୱ

ଜରପଡ଼ା ପତିତପାବନ ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଯାପିତ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ୍ ଜରପଡ଼ା ପତିତପାବନ ଯୁକ୍ତ ଦୁଇ କଲେଜ ପରିସରରେ ଚାଲିଥିବା ବାର୍ଷିକ କ୍ରୀଡ଼ା ଶୁକ୍ରବାର ଅପରାହ୍ନରେ ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜରପଡ଼ା କଲେଜ ଅଧ୍ୟକ୍ଷ ଜଗବନ୍ଧୁ ସାହୁ ଯୋଗ ଦେଇଥିଲେ। ଅତିଥି ପ୍ରଥମେ…

Continue Readingଜରପଡ଼ା ପତିତପାବନ ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଯାପିତ

ରେଳ ଧକ୍କାରେ ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପାରିପରାଠାରେ ଗୁରୁବାର ସକାଳେ ଏକ ଟ୍ରେନ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ପାରିପରା ଗାଁର ବିଜୟ ସେଠୀ(୫୦) ସକାଳେ କୌଣସି କାମରେ ରେଳ ଧାରଣା ପାର ହେଉଥିବା…

Continue Readingରେଳ ଧକ୍କାରେ ଜଣେ ମୃତ