ଫିସ୍ ଦେଇଥିଲେ ମଧ୍ୟ ପରୀକ୍ଷା ଦେଇ ନ ପାରିବାରୁ ଥାନାର ଦ୍ୱାରସ୍ଥ ହେଲେ ନର୍ସିଂ ଛାତ୍ରୀ

ଛେଣ୍ଡିପଦା: ଛେଣ୍ଡିପଦା ସାପୋଇସାହିସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜର କିଛି ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବାରୁ ବୁଧବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ୨୦୨୦-୨୧ ଶିକ୍ଷା ବର୍ଷରେ ୨୧ ଜଣ ଛାତ୍ରୀ ସାଇ ଶ୍ରଦ୍ଧା ନର୍ସିଂ କଲେଜରେ ଏଏନ୍ଏମ୍…

Continue Readingଫିସ୍ ଦେଇଥିଲେ ମଧ୍ୟ ପରୀକ୍ଷା ଦେଇ ନ ପାରିବାରୁ ଥାନାର ଦ୍ୱାରସ୍ଥ ହେଲେ ନର୍ସିଂ ଛାତ୍ରୀ

ଜରପଡ଼ା ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଘାଟିତ, ବିଭିନ୍ନ ଖେଳରେ ଭାଗ ନେଲେ ଛାତ୍ରଛାତ୍ରୀ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଜରପଡ଼ା ସ୍ଥିତ ପତିତପାବନ ଯୁକ୍ତ ଦୁଇ କଲେଜ ପରିସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜରପଡ଼ା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ପ୍ରଧାନ, ମୁଖ୍ୟବକ୍ତା ଭାବେ ଯୁକ୍ତ ଦୁଇ କଲେଜର…

Continue Readingଜରପଡ଼ା ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଘାଟିତ, ବିଭିନ୍ନ ଖେଳରେ ଭାଗ ନେଲେ ଛାତ୍ରଛାତ୍ରୀ

ଯୌତୁକ ପାଇଁ ବଧୂ ହତ୍ୟା, ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଲେ ବାପ ଘର

ଅନୁଗୁଳ : ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମର ବାହଳସାହି ରୁଦ୍ର ପାତ୍ର ନିଜ ସ୍ତ୍ରୀ ସୁଜାତା ପାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ସୁଜାତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଦେବଗଡ଼ ଜିଲ୍ଲା ରିଆମାଳ ଟୁହିଲାମାଳ ଗାଁର…

Continue Readingଯୌତୁକ ପାଇଁ ବଧୂ ହତ୍ୟା, ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଲେ ବାପ ଘର

୮ ଦିନ ପରେ ଅନୁଗୁଳ ମହୋତ୍ସବ: ଛେଣ୍ଡିପଦା ଓ ଆଠମଲ୍ଲିକରେ ମଶାଲ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ

ଅନୁଗୁଳ: ଦଶମ ଜିଲ୍ଲା ମହୋତ୍ସବ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକର ପ୍ରସିଦ୍ଧ ମା ବାୟାଣୀ ପୀଠରୁ ମଶାଲ ଶୋଭାଯାତ୍ରା ବାହାରିଛି। ଏହି ଶୋଭାଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରି ତାଳଚେର ଗୋପାଳପ୍ରସାଦସ୍ଥିତ ମା' ହିଙ୍ଗୁଳା ମନ୍ଦିରରେ ପହଞ୍ଚିଥିଲା। ଅନୁଗୁଳ ଏପିଡି…

Continue Reading୮ ଦିନ ପରେ ଅନୁଗୁଳ ମହୋତ୍ସବ: ଛେଣ୍ଡିପଦା ଓ ଆଠମଲ୍ଲିକରେ ମଶାଲ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ

ଅନୁଗୁଳ ଜିଲ୍ଲାରେ ୨ ନୂଆ ଥାନା ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାର ୨ଟି ନୂଆ ଥାନା ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମୋଡରେ ଅପରାହ୍ନ ୪ଟା ୩୦ରେ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟିତ କରିଛନ୍ତି। ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଫାଣ୍ଡି ଉନ୍ନିତ କରାଯାଇ ଏହାର ଅଧିନରେ ଥିବା ବାଗେଡିଆ,…

Continue Readingଅନୁଗୁଳ ଜିଲ୍ଲାରେ ୨ ନୂଆ ଥାନା ଉଦଘାଟିତ

ଛେଣ୍ଡିପଦା ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଆୟୋଜିତ, ନ୍ୟାୟ ପାଇଲେ ହିତାଧିକାରୀ

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ତହସିଲ ଜରପଡା ରାଜସ୍ବ ବିଭାଗ ନିରୀକ୍ଷକ କାର୍ଯ୍ୟାଳୟରେ ସୋମବାର ଛେଣ୍ଡିପଦା ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଏ ଅବସରରେ ଉଭୟ ଜରପଡ଼ା ଏବଂ ଦୁର୍ଗାପୁର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ରାଜସ୍ୱ ଗାଁ…

Continue Readingଛେଣ୍ଡିପଦା ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଆୟୋଜିତ, ନ୍ୟାୟ ପାଇଲେ ହିତାଧିକାରୀ

ଫର୍ଣ୍ଣିଚର କାରଖାନା ଉପରେ ବନବିଭାଗର ଅତର୍କିତ ଚଢ଼ଉ, ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜବତ

ଛେଣ୍ଡିପଦା: ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ବିଟ ହାଉସ ଅଧୀନ ବାଗେଡ଼ିଆରେ ଥିବା ଏକ ଫର୍ଣ୍ଣିଚର କାରଖାନା ଉପରେ ବନବିଭାଗ ଅତର୍କିତ ଚଢ଼ଉ କରି ଆସବାବପତ୍ର ଜବତ କରିଛି। ଦୀର୍ଘ ଦିନ ଧରି ବାଗେଡ଼ିଆ ବୁଢାଢ଼ିପ ସାହିରେ ଏକ ବେଆଇନ କାଠ କାରଖାନା…

Continue Readingଫର୍ଣ୍ଣିଚର କାରଖାନା ଉପରେ ବନବିଭାଗର ଅତର୍କିତ ଚଢ଼ଉ, ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜବତ

ଛେଣ୍ଡିପଦାରେ ହକି ବିଶ୍ୱକପ୍ ଟ୍ରଫିକୁ ରାଜକୀୟ ସ୍ୱାଗତ, ପାଲା-ସଂକୀର୍ତ୍ତନରେ କମ୍ପିଲା ପୂରା ଅଞ୍ଚଳ

ଛେଣ୍ଡିପଦା: ଛେଣ୍ଡିପଦାରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି। ଟ୍ରଫିର ଗୋଟେ ଝଲକ ଦେଖିବା ପାଇଁ ହଜାର ହଜାର ଜନ ସମାଗମ ହୋଇଥିଲା। ବିଡିଓ ତ୍ରିବିକ୍ରମ ବେହେରା ଓ ତହସିଲଦାର ଡାନିଏଲ ଏକ୍କାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱାଗତ ସମ୍ବର୍ଦ୍ଧନାରେ…

Continue Readingଛେଣ୍ଡିପଦାରେ ହକି ବିଶ୍ୱକପ୍ ଟ୍ରଫିକୁ ରାଜକୀୟ ସ୍ୱାଗତ, ପାଲା-ସଂକୀର୍ତ୍ତନରେ କମ୍ପିଲା ପୂରା ଅଞ୍ଚଳ

ଜିନ୍ଦଲ ପ୍ଲାଣ୍ଟରୁ ଚୋରି ଉଦ୍ୟମ ବେଳେ ମାଡ଼ି ବସିଲେ ସୁରକ୍ଷାକର୍ମୀ, ୨୦୦ କେଜିରୁ ଊର୍ଦ୍ଧ୍ୱ ଲୁହା ରଡ଼ ଜବତ

ଛେଣ୍ଡିପଦା: ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଚୋରି କରିବା ଅଭିଯୋଗରେ ନିଶା ଶିଳାଞ୍ଚଳ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ତାଳଚେର ଡଅଁରା ଗ୍ରାମର ଦୀପନ କୁମାର ସାହୁକୁ (ହାଡୁ) ବୋଲି ଜଣାଯାଇଛି। ପୋଲିସ ସୂଚନା ଅନୁସାରେ, ସୋମବାର…

Continue Readingଜିନ୍ଦଲ ପ୍ଲାଣ୍ଟରୁ ଚୋରି ଉଦ୍ୟମ ବେଳେ ମାଡ଼ି ବସିଲେ ସୁରକ୍ଷାକର୍ମୀ, ୨୦୦ କେଜିରୁ ଊର୍ଦ୍ଧ୍ୱ ଲୁହା ରଡ଼ ଜବତ

ଘରେ ପଶି ମହିଳାଙ୍କୁ ଅସଦାଚରଣ ଓ ମରଣାନ୍ତକ ଆକ୍ରମଣ, ଯୁବକ ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ଥାନା କୋଶଳା ଶିମିଳି ସାହିରେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଛେଣ୍ଡିପଦା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ପୁରୁଷୋତ୍ତମ ବେହେରା (ପପୁ)। ସୂଚନା ମୁତାବକ, ପୁରୁଷୋତ୍ତମ ବେହେରା ରବିବାର ଅପରାହ୍ନରେ…

Continue Readingଘରେ ପଶି ମହିଳାଙ୍କୁ ଅସଦାଚରଣ ଓ ମରଣାନ୍ତକ ଆକ୍ରମଣ, ଯୁବକ ଗିରଫ