ବେଆଇନ କୋଇଲା ଖୋଳା ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶୀ ଗାଁରେ ବେଆଇନ କୋଲା ଖୋଳି ବ୍ୟବସାୟ କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ରବିବାର ଅପରାହ୍ନରେ…

Continue Readingବେଆଇନ କୋଇଲା ଖୋଳା ଅଭିଯୋଗରେ ଜଣେ ଗିରଫ

ତୋଫାନ ଯୁବକ ସଂଘ ଆନୁକୂଲ୍ୟରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳତ

ଅନୁଗୁଳ: ତାଳଚେର ବ୍ଲକ ଘଣ୍ଟପଡା ସ୍ଥିତ ତୋଫାନ୍ ଯୁବକ ସଂଘ ଆନୁକୂଲ୍ୟରେ ସଂଘ କାର୍ଯ୍ୟାଳୟ ଠାରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳିତ ହୋଇଯାଇଛି । ସଭାପତି ଧିରେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡ୍‌କ୍ରସ୍ ସୋସାଇଟିର…

Continue Readingତୋଫାନ ଯୁବକ ସଂଘ ଆନୁକୂଲ୍ୟରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳତ

ଦେଶୀ ଓ ବିଦେଶୀ ମଦ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶନିବାର ରାତିରେ ଫୁଲପଡ଼ା ଅଞ୍ଚଳରେ ଚଢ଼ାଉକରି ଦେଶୀ ଓବିଦେଶୀ ମଦ ଜବତ କରିଛି। ସୂଚନା ଯେ, ଫୁଲପଡ଼ାର ପପୁ ଗଡ଼ନାୟକ ତାଙ୍କ ଘରେ ଚୋରା ମଦ ରଖି ବେପାର କରୁଥିଲେ। ଏ ନେଇ ସୂଚନା…

Continue Readingଦେଶୀ ଓ ବିଦେଶୀ ମଦ ଜବତ

ମୋବାଇଲ ଛିନତାଇ ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଛକ ନିକଟରୁ ମୋବାଇଲ ଛିନ୍‌ତାଇ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ରବିବାର ସକାଳେ ମେଦିନାପୁର ଅଞ୍ଚଳର ଅନିକେଶ ସାମନ୍ତ ନାମକ ଜଣେ…

Continue Readingମୋବାଇଲ ଛିନତାଇ ଅଭିଯୋଗରେ ୨ ଗିରଫ

ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳକୁ ଐତିହାସିକ ସଫଳତା

ଅନୁଗୁଳ: ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପଡ଼ିଆରେ ନିକଟରେ ଆୟୋଜିତ ୬୮ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ଐତିହାସିକ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାକୁ ତିନୋଟି ସ୍ବର୍ଣ୍ଣ, ଚାରୋଟି ସିଲଭର, ଚାରୋଟି ବ୍ରୋଞ୍ଜ ମେଡାଲ ମିଳିଛି। ଗୋବିନ୍ଦ…

Continue Readingରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳକୁ ଐତିହାସିକ ସଫଳତା

ମା’ବାୟାଣୀ ଯାତ୍ରାରେ ୫୦ ହଜାର ଭକ୍ତଙ୍କ ସମାଗମ

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ରବିବାର ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଯାଇଛି । ଚଳିତ ବର୍ଷ କରୋନା କଟକଣା ନଥିବାରୁ ଯାତ୍ରାରେ ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ…

Continue Readingମା’ବାୟାଣୀ ଯାତ୍ରାରେ ୫୦ ହଜାର ଭକ୍ତଙ୍କ ସମାଗମ

କୂଅରେ ପଡ଼ି ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ରଥ ସାହିରେ କୂଅରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜ୍ଞାନରଞ୍ଜନ ପ୍ରଧାନ (୩୦) । ସୂଚନା ଯେ, ଗୁରୁବାର ଜ୍ଞାନ ରାତିରେ ଖାଇପିଇ ବାଗଡିଆ ଛକକୁ ଯାଉଛି…

Continue Readingକୂଅରେ ପଡ଼ି ଯୁବକ ମୃତ

ଗୋରୁ-ବାଇକ୍ ମୁହାଁମୁହିଁ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲା ଜରପଡା-ଛେଣ୍ଡିପଦା ପୂର୍ତ୍ତବିଭାଗ ରାସ୍ତାର ଜରପଡା ମେଡିକାଲ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ, ଜରପଡା ଥାନା ବକଳା ଗ୍ରାମର ବଳରାମ ଭୋଇ…

Continue Readingଗୋରୁ-ବାଇକ୍ ମୁହାଁମୁହିଁ ଜଣେ ମୃତ, ଜଣେ ଗୁରୁତର

ଛେଣ୍ଡିପଦାରେ କଲରାପତରିଆ ବାଘ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବାଘ ଆତଙ୍କ। ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏମସିଏଲ ପାଚେରୀ ଉପରେ ମଙ୍ଗଳବାର ଭୋରରୁ ଏକ କଲରାପତରିଆ ବାଘ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବାଘକୁ କାବୁ…

Continue Readingଛେଣ୍ଡିପଦାରେ କଲରାପତରିଆ ବାଘ

ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକ

ଅନୁଗୁଳ : ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର। ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇଝରଣ ଗାଁ ସ୍ଥିତ ରାଇଝରଣ ଡ୍ୟାମ୍ ନିକଟରେ ମଙ୍ଗବାର ବାରହା ଆକ୍ରମଣ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

Continue Readingବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକ