ମୋବାଇଲ ଚୋର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ନିକଟ ଏକ ଢ଼ାବାରୁ ମୋବାଇଲ ଚୋରି ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ହାଣ୍ଡିଗୁଡା ଗାଁର ଇନ୍ଦ୍ରମଣି ପ୍ରଧାନ ଜାନୁଆରୀ ୩ ତାରିଖରେ ଜଗନ୍ନାଥମନ୍ଦିର ନିକଟ…

Continue Readingମୋବାଇଲ ଚୋର ଗିରଫ

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ଉଦ୍ୟମ ପଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଦହସିଲ ଛକରେ ମୋଟରସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ପଣ୍ଡ ହୋଇଛି।ସୂଚନା ଯେ, ଛେଣ୍ଡିପଦା ତହସିଲ ଛକ ଠାରେ ଗୁରୁବାର ମଧ୍ୟାହ୍ନରେ ଏଲ୍ଆଇସି ଏଜେଣ୍ଟ ମୋହନ ମହାପାତ୍ରଙ୍କ ମଟରସାଇକେଲ ଡିକି ଭାଙ୍ଗି ଦୁର୍ବୃତ ମାନେ…

Continue Readingଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ଉଦ୍ୟମ ପଣ୍ଡ

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ବୁଧବାର ଗିରଫ କରିଛି। ସୂଚନା ଯେ, ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ନିଶା ଶିଳ୍ପାଞ୍ଚଳ ଥାନା…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ପୋଲ ଓ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଛେଣ୍ଡିପଦା-ବସନ୍ତପୁର ପୂର୍ତ୍ତ ବିଭାଗର ୭ କି.ମି ରାସ୍ତା ୫କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ହେଉଥିବାବେଳେ ଏକ ବର୍ଷ ହେବ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଉକ୍ତ ରାସ୍ତା ନିର୍ମାଣ…

Continue Readingପୋଲ ଓ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ

ବଲେରୋ ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁର ଅଜିତ କୁମାର ସାହୁଙ୍କ ବଲେରୋ ଚୋରି ଅଭିଯୋଗରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୩ ତାରିଖରେ କୋଶଳାର ଅଜିତ କୁମାର ସାହୁଙ୍କ ବଲେରୋ(ଓଆର-୧୯ଏଲ-୩୩୪୩)ଟି…

Continue Readingବଲେରୋ ଚୋରି ଅଭିଯୋଗରେ ୨ ଗିରଫ

୭ ପେଶାଦାର ଡକାୟତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡମହିତଳାଠାରୁ ସୋମବାର ବିଳମ୍ବିତ ରାତିରେ ଏକ ଡକାୟତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଲା, ଏକ ଡକାୟତ ଗ୍ୟାଙ୍ଗ…

Continue Reading୭ ପେଶାଦାର ଡକାୟତ ଗିରଫ

ଚୋରା ପଥର ବୋଝେଇ ହାଇୱା ଟ୍ରକ୍ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଛଖରେ ଶନିବାର ଭୋର ସମୟରେ ପାଟ୍ରୋଲିଂ କରୁଥିବା ପୁଲିସ ଏକ ଚୋରା ପଥର ବୋଝେଇ ହାଇୱା ଟ୍ରକ୍କୁ ଜବତ କରିଛି। ସୂଚନା ଯେ, ଟ୍ରକ୍(ଓଡି୫ଟି- ୯୭୭୫)ଟି ଜରପଡ଼ାରେଥିବା ଏକ ପଥର କୁଆଁରୀରୁ ଜାଲ ଚାଲାଣରେ…

Continue Readingଚୋରା ପଥର ବୋଝେଇ ହାଇୱା ଟ୍ରକ୍ ଜବତ

ଗଞ୍ଜେଇ ଚାଷ ନଷ୍ଟ କରିଲା ଅବକାରୀ ବିଭାଗ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ଦ୍ବାରା ଗୁରୁବାର ଜରପଡ଼ା ଥାନା ଅନ୍ତର୍ଗତ ମାଟିଗାଡ଼ିଆସାହିରେ ପ୍ରାୟ ୧ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ବାରା ଏହି ଚଢ଼ାଉ କରାଯାଇଥିଲା। ଗଞ୍ଜେଇଗଛକୁ…

Continue Readingଗଞ୍ଜେଇ ଚାଷ ନଷ୍ଟ କରିଲା ଅବକାରୀ ବିଭାଗ

ଫାର୍ମାସିଷ୍ଟ୍ ସଂଘର ଚେତାବନୀ, ୧୭ରୁ ସାମୂହିକ ଛୁଟି

ଅନୁଗୁଳ: ବିଭିନ୍ନ ଦାବି ନେଇ ଓଡ଼ିଶା ଫାର୍ମାସିଷ୍ଟ୍ ସର୍ଭିସ୍ ଆସୋସିଏସନ୍ ଆନ୍ଦୋଳନ ଚଳାଇ ଆସୁଛି। ପୂର୍ବରୁ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ ଜଣାଇବା ସହ ଗତ ୨୮ ତାରିଖରୁ କେବଳ ଔଷଧ ବିତରଣ କାର୍ଯ୍ୟ ଚଳାଇଛନ୍ତି। ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁଯାୟୀ ଔଷଧ…

Continue Readingଫାର୍ମାସିଷ୍ଟ୍ ସଂଘର ଚେତାବନୀ, ୧୭ରୁ ସାମୂହିକ ଛୁଟି

ଗଞ୍ଜେଇ ମାଫିଆଙ୍କ ଏକ କୋଟି ୭୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପାଦା ଥାନା ଅନ୍ତର୍ଗତ ସାପୋଇନାଳୀ ଗାଁର ଜଣେ ଫେରାର ଗଞ୍ଜେଇ ମାଫିଆଙ୍କ ୧ କୋଟି ୭୩ ଲକ୍ଷ ୨୯ ହଜାର ୪୯୭ ଟଙ୍କାର ସମ୍ପତ୍ତିକୁ ସରକାର ବାଜ୍ୟାପ୍ତି କରିଛନ୍ତି। ସୂଚନା ମୁତାବକ, ଛେଣ୍ଡିପଦା ଥାନା ସାପୋଇନାଳୀ ଗାଁର…

Continue Readingଗଞ୍ଜେଇ ମାଫିଆଙ୍କ ଏକ କୋଟି ୭୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି