ତାଳଚେର ରାଇଫଲ୍ କ୍ଲବରେ ରାଜ୍ୟର ପ୍ରଥମ ଟ୍ରାପ ମେସିନ୍ ସ୍ଥାପିତ

ଅନୁଗୁଳ: ଅତ୍ୟାଧୁନିକ ବନ୍ଧୁକ ଚାଳନା ପ୍ରତିଯୋଗିତା ନିମନ୍ତେ ରାଜ୍ୟର ପ୍ରଥମ ଟ୍ରାପ ମେସିନ୍ ତାଳଚେର ରାଇଫଲ୍ କ୍ଲବ୍ ଠାରେ ସ୍ଥାପିତ ହୋଇଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଏହି ମେସିନ୍‌କୁ ଉଦ୍‌ଘାଟନ କରିଥିଲେ। ଏହି ମେସିନ୍ ଦ୍ଵାରା ୧୨ଏମ୍ଏମ୍ ବନ୍ଧୁକ…

Continue Readingତାଳଚେର ରାଇଫଲ୍ କ୍ଲବରେ ରାଜ୍ୟର ପ୍ରଥମ ଟ୍ରାପ ମେସିନ୍ ସ୍ଥାପିତ

ମାଛ ଧରାଳିଙ୍କ ଘରୁ ଚୋରି

ଅନୁଗୁଳ: ନାଲ୍‌କୋ ଥାନା ସିପିପି ରାସ୍ତାରେ ଭଡ଼ାରେ ରହୁଥିବା ମାଛ ଧରାଳି ପ୍ରମୋଦ ମାଝୀଙ୍କ ଘରୁ  ଚୋରି ହୋଇଛି। ନଗଦ ୭୦ ହଜାର ଟଙ୍କା ସହ ୪ଟି ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ…

Continue Readingମାଛ ଧରାଳିଙ୍କ ଘରୁ ଚୋରି

ତାଳଚେରରେ ହେବ ଇନ୍‌ଡୋର୍‌ ଷ୍ଟାଡିୟମ୍

ଅନୁଗୁଳ: ତାଳଚେର ପୌରାଞ୍ଚଳରେ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ହେବ। ଜାତୀୟସ୍ତରର କ୍ରୀଡ଼ାବିତ୍‌ମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ତାଳଚେର ପଞ୍ଚାୟତ ସମିତି ଓ ଜିଲ୍ଲାପାଳଙ୍କ…

Continue Readingତାଳଚେରରେ ହେବ ଇନ୍‌ଡୋର୍‌ ଷ୍ଟାଡିୟମ୍

କ୍ବାର୍ଟର୍ସରୁ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ପ୍ରକଳ୍ପ ଇଲେକ୍ଟ୍ରିକାଲ କଲୋନିର ଏକ କ୍ବାର୍ଟର୍ସ ପରିସରରୁ ଟିପିସିଓଡିଏଲ୍ କନିଷ୍ଠଯନ୍ତ୍ରୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମୃତ କନିଷ୍ଠଯନ୍ତ୍ରୀ ବୀରେନ୍ କୁମାର ବେଉରିଆ (୨୩) ଓ ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଟିଣା…

Continue Readingକ୍ବାର୍ଟର୍ସରୁ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ

୬୬ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କୁକୁରପେଟା ଡ୍ୟାମ୍ ନିକଟ କସ୍ତୁରୀ ହୋଟେଲ୍‌ ଠାରେ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ…

Continue Reading୬୬ ୟୁନିଟ୍ ରକ୍ତ ସଂଗୃହୀତ

ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

ଅନୁଗୁଳ: ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଏ ସଂପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ୍ । ସେ କହିଛନ୍ତି, ” ମାଟ୍ରିକ୍ ମୂଲ୍ୟାୟନ ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି ଏବଂ…

Continue Readingଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

କରୋନା କାଳରେ ମାତିଛନ୍ତି ଚୋର

ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଲୁଟପାଟ୍‌ ବୃଦ୍ଧି ପାଇବାରେ ଲାଗିଛି । କୋଲିୟରୀ ଥାନା ଇଲାକା ବାଘୁଆବୋଲ ଗାଁ’ର ତ୍ରିନାଥ ନାୟକଙ୍କ ଘରୁ ଗତ ଶନିବାର ରାତିରେ ଚୋରି ହୋଇଛି। ସପରିବାର ଶୋଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ଘରେ…

Continue Readingକରୋନା କାଳରେ ମାତିଛନ୍ତି ଚୋର

ସିଡିଏମ୍ଓଙ୍କୁ କୋଭିଡ୍ ସାମଗ୍ରୀ ପ୍ରଦାନ

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୁଳର ‘ହମ୍’ ଗ୍ରୁପ୍ ପକ୍ଷରୁ ସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କୁ କୋଭିଡ଼୍ ଉପକରଣ ପ୍ରଦାନ କରାଯାଇଛି । ଏହି ସାମଗ୍ରୀ ମଧ୍ୟରେ ରହିଛି ମାସ୍କ, ସର୍ଜିକାଲ୍ ଗ୍ଲୋଭସ୍ ଏବଂ ସାନିଟାଇଜର୍ । କୋଭିଡ୍ ସଂକ୍ରମିତଙ୍କ…

Continue Readingସିଡିଏମ୍ଓଙ୍କୁ କୋଭିଡ୍ ସାମଗ୍ରୀ ପ୍ରଦାନ

କରୋନା ଚଡକରେ ଫିକା ପଡିଲା ରଜ

ଅନୁଗୁଳ: ଓଡିଆ ଘରେ ସବୁଠୁ ବଡ ପର୍ବ ରଜ । ହେଲେ ପର୍ବପର୍ବାଣୀରେ ସତେ ଯେମିତି ପୂର୍ଣ୍ଣଛେଦ ପକାଇଛି କରୋନା ମହାମାରୀ । ସହର କଥା ଛାଡନ୍ତୁ ଗାଁ ଗହଳିରେ ବି ସରକାରୀ କଟକଣା ଓ କରୋନା ମହାମାରୀ ପାଇଁ ସମସ୍ତେ…

Continue Readingକରୋନା ଚଡକରେ ଫିକା ପଡିଲା ରଜ

ସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ, ଟିପର ଓ ଦୁଇ ଜେସିବି ଜବତ, ଦୁଇ ଗିରଫ

ଅନୁଗୁଳ: ସୋମବାର ରାତିରେ ଛେଣ୍ଡିପଦା ତହସିଲ୍ ଇଲାକା ସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ ବେଳେ ଉପଜିଲ୍ଲାପାଳ ଓ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ନଦୀ ପଠାରୁ ୨ଟି ଜେସିବି ଓ ଗୋଟିଏ ଟିପ୍ପର ଜବତ…

Continue Readingସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ, ଟିପର ଓ ଦୁଇ ଜେସିବି ଜବତ, ଦୁଇ ଗିରଫ