ଖାଲପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିଥିଭୋଜନ ଆୟୋଜିତ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଖାଲପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିଥିଭୋଜନ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଦେଶ ଫେରନ୍ତା ସମାଜସେବୀ ଦମ୍ପତି ଦିଲେଶ୍ୱର ପ୍ରଧାନ ଓ ତାଙ୍କ ପତ୍ନୀ ପ୍ରଭାତୀ ପ୍ରଧାନ ଯୋଗ…