ଆଉ ନାହାନ୍ତି ଓଲିଉଡ୍ର ଖଳନାୟକ ରାଇମୋହନ ପରିଡ଼ା। ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ଏବେ ଯାଏଁ ତାର କାରଣ ଜଣାପଡ଼ିନାହିଁ। ପ୍ରାଚୀ ବିହାର ଘରୁ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।
ପରପାରିରେ ରାଇମୋହନ ପରିଡ଼ା, ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତ ଦେହ
- Post published:June 24, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
