ଅନୁଗୁଳ: ରାଜେନ୍ଦ୍ର କୁମାର ସିଂହ ବିକ୍ରମପୁର,ତାଳଚେର ଥାନାରେ ଅଭିଯୋଗ କରିଛନ୍ତି କି ଗତ ୧୯ ତାରିଖରେ ତାଳଚେର ଜଗନ୍ନାଥ କଲ୍ୟାଣ ମଣ୍ଡପରେ ଏକ ବାହାଘର ଆୟୋଜନ କରାଯାଉଥିବା ବେଳେ ବିଜେଡ଼ି ନେତା ରାଜେଶ ଦାସ ପିସ୍ତଲରୁ ଗୁଳି ଫୁଟାଇ ସବୁ ଲୋକଙ୍କୁ ଆତଙ୍କିତ କରିଥିଲେ। ଲୋକଙ୍କ ଭିତରେ ଧାଁ ଦୌଡ଼ ବି ଆରମ୍ଭ ହୋଇଥିଲା।ତେଣୁ ପୋଲିସ ଏ ଘଟଣାର ତଦନ୍ତ କରି ରାଜେଶ ଏଭଳି କାହିଁକି କଲେ ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି। ଏହି ଗୁଳି ଫୁଟାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ମଧ୍ୟ ହେଉଛି।
ବିଜେଡି ନେତା ବାହାଘରରେ ଗୁଳି ଫୁଟାଇବା ନେଇ ଥାନାରେ ଏତଲା
- Post published:January 22, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Am