ବ୍ୟାଙ୍କରୁ ୧ କୋଟି ୮୫ ଲକ୍ଷ ଟଙ୍କା ଆତ୍ମସାତ୍, କର୍ମଚାରୀ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଇସିଆଇସିଆଇ ବ୍ୟାଙ୍କ ଶାଖାରୁ ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ପୋଲିସ ଶନିବାର ଡେପୁଟୀ ବ୍ରାଞ୍ଚ ମ୍ୟାନେଜର(ଡିବିଏମ୍)ଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବ୍ୟାଙ୍କ ଶାଖାର ଅଡିଟର ସ୍ବପ୍ନା…