ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ମୁଣ୍ତବ୍ୟଥା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏବେ ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ସାଜିଛନ୍ତି। ଜିଲ୍ଲାର ବନ୍ତଳା, ଆଠମଲ୍ଲିକ, ଠାକୁରଗଡ଼, କଣିହାଁ ଆଦି ଅଞ୍ଚଳର ବିଭିନ୍ନ ଗାଁରେ ବାର‌୍‌ହା ଉପଦ୍ରବ ଦେଖିବାକୁ ମିଳୁଛି। ବାରହା ପଲ ଧାନ, ମକା, ବିଭିନ୍ନ…

Continue Readingଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ମୁଣ୍ତବ୍ୟଥା

ଆଗାମୀ ମାସେ ଯାଏଁ କମିବନି ପିଆଜ ଦର!

ଅନୁଗୁଳ: ଅନୁଗୁଳରେ ଦୁଇ ସପ୍ତାହ ଭିତରେ ପିଆଜ ଦର କିଲୋ ପିଛା ୪୦ ଟଙ୍କା ବଢ଼ିଗଲାଣି। ଆଗକୁ ମାସକ ପର୍ଯ୍ୟନ୍ତ ଦର କମିବାର ଆଶା କ୍ଷୀଣ। ବର୍ଷା ଓ ବନ୍ୟା ଯୋଗୁଁ ସାରା ରାଜ୍ୟରେ ପିଆଜର ଅଭାବ ପରିଲକ୍ଷିତ ହେଲାଣି। ନାସିକରୁ…

Continue Readingଆଗାମୀ ମାସେ ଯାଏଁ କମିବନି ପିଆଜ ଦର!

ବନ୍ଦ ହେବ ସୁପରସ୍ପେଶିଆଲିଟି ସ୍ୱାସ୍ଥ୍ୟସେବା !

ଅନୁଗୁଳ: ଜନଜୀବନ ସୁରକ୍ଷା କମିଟି ତଥା ଅନୁଗୁଳବାସୀଙ୍କ ଦାବିକୁ ସମ୍ମାନ ଜଣାଇ ଗତ କିଛି ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁପରସ୍ପେଶିଆଲିଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଆସୁଛି। କାର୍ଡିଓଲୋଜି, ନ୍ୟୁରୋଲୋଜି, ୟୁରୋଲୋଜି, ଗ୍ୟାଷ୍ଟ୍ରୋ ଏଣ୍ଟୋଲୋଜି, ଓପଥାମାେଲୋଜି ଆଦି ବିଭାଗରେ ଆସିଷ୍ଟାଣ୍ଟ…

Continue Readingବନ୍ଦ ହେବ ସୁପରସ୍ପେଶିଆଲିଟି ସ୍ୱାସ୍ଥ୍ୟସେବା !

ବିଷାକ୍ତ ମଦ ପିଇ ୪ ମୃତ, ୪ ଗୁରୁତର

ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ପୁରୁଣାକୋଟ ଥାନା ପଥରଗଡ଼ ଗାଁରେ ଗତ ରବିବାର ରାତିରେ ବିଷାକ୍ତ ମଦ ପିଇବା ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।ମୃତକଙ୍କ ପରିବାର ଲୋକଙ୍କ…

Continue Readingବିଷାକ୍ତ ମଦ ପିଇ ୪ ମୃତ, ୪ ଗୁରୁତର

ଜିଲ୍ଲାରେ କରୋନା ସ˚କ୍ରମଣ ସାମାନ୍ୟ ହ୍ରାସ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନାର ସ˚କ୍ରମଣ ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି। ଗତ କିଛି ସପ୍ତାହ ଧରି କରୋନା ସ˚କ୍ରମଣ ୧୫୦ରୁ ୨୦୦ ପର୍ଯ୍ୟନ୍ତ ବଢ଼ିଥିବା ବେଳେ ଗତ ୩ ଦିନରେ ଏହାର ସ˚କ୍ରମଣ ସାମାନ୍ୟ ହ୍ରାସ ଦେଖାଦେଇଛି। ଗତ ୨୪…

Continue Readingଜିଲ୍ଲାରେ କରୋନା ସ˚କ୍ରମଣ ସାମାନ୍ୟ ହ୍ରାସ

ନ୍ୟାୟରୂୁ ବଞ୍ଚିତ ଶରତ:ହକ୍ ପାଇଁ ୪୦ ବର୍ଷ ଧରି ନ୍ୟାୟିକ ସଂଗ୍ରାମ

ଅନୁଗୁଳ: ବୟସ ୮୦ ପାଖାପାଖି। ଆଖି କୋରଡ଼କୁ ପଶିଗଲାଣି। ଠିକ୍‌ ଭାବେ ଦିଶୁନି। ଅଣ୍ଟା ନଇଁ ଗଲାଣି। ପେଟ ପାଟଣା ପାଇଁ ଅନୁଗୁଳ ଶିମିଳିପଡ଼ାରେ କରିଛନ୍ତି ଚା’ ଷ୍ଟଲ୍‌। ରାତି ନ ପାହୁଣୁ ଗ୍ରାହକ ପାଇଁ ଗ୍ଲାସ୍‌ ଧୋଇ ଚା’ ବଢାଇ…

Continue Readingନ୍ୟାୟରୂୁ ବଞ୍ଚିତ ଶରତ:ହକ୍ ପାଇଁ ୪୦ ବର୍ଷ ଧରି ନ୍ୟାୟିକ ସଂଗ୍ରାମ

ଆଗାମୀ ଶିକ୍ଷା ବର୍ଷରୁ ପ୍ରଥମରୁ ଦଶମ ଯାଏଁ ମଧ୍ୟାହ୍ନ ଭୋଜନ

ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରୟାସ କ୍ରମେ ଆଗାମୀ ଶିକ୍ଷାବର୍ଷରୁ ଶିକ୍ଷା ବିଭାଗରେ ଏକ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ସ୍କୁଲ୍‌ର ଶିକ୍ଷକମାନଙ୍କ ଉପରେ ଥିବା ଅଯଥା ଚାପକୁ ହ୍ରାସ…

Continue Readingଆଗାମୀ ଶିକ୍ଷା ବର୍ଷରୁ ପ୍ରଥମରୁ ଦଶମ ଯାଏଁ ମଧ୍ୟାହ୍ନ ଭୋଜନ

କରୋନା ମୁକାବିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଯୋଗଦାନ ପରଠାରୁ କରୋନା ମୁକାବିଲା ଉପରେ ସମ୍ପୂର୍ଣ୍ଣ ଫୋକସ୍‌ କରିଛନ୍ତି। ସାମାଜିକ ଦୂରତା ବଜାୟ ନ ରଖିଲେ ଦୋକାନ ସିଲ୍‌। ମାସ୍କ ନ ପିନ୍ଧିଲେ ଫାଇନ୍‌ ଆଦାୟକୁ ଜୋର‌୍‌ଦାର କରିବା ସହ କୋଭିଡ୍‌…

Continue Readingକରୋନା ମୁକାବିଲା

ଫଳକରେ ସୀମିତ ଟେନିସ୍‌ ଏକାଡେମୀ

ଅନୁଗୁଳ: ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳିଛି। କିନ୍ତୁ ସରକାରୀ ଅବହେଳା କାରଣରୁ କ୍ରୀଡ଼ାପ୍ରେମୀଙ୍କୁ ଅନେକ ସମୟରେ ନିରାଶ ହେବାକୁ ପଡ଼ିଛି। ଅନୁଗୁଳ ଷ୍ଟାଡିୟମ୍‌ ନିକଟରେ ଆଜକୁ ୭ ବର୍ଷ ତଳେ ଶିଳାନ୍ୟାସ ହୋଇଥିଲା ଟେନିସ୍‌…

Continue Readingଫଳକରେ ସୀମିତ ଟେନିସ୍‌ ଏକାଡେମୀ

ନିରାମୟରେ ଜୀବନ ରକ୍ଷାକାରୀ ଔଷଧ ଅଭାବ

ଅନୁଗୁଳ: ଅନୁଗୁଳରେ ନିରାମୟ ଔଷଧର ଘୋର ଅଭାବ ବେଳେ ରୋଗୀମାନେ ଜନଔଷଧୀ ଷ୍ଟୋର ଉପରେ ବହୁଳ ଭାବେ ନିର୍ଭର କରିଥାନ୍ତି। କିନ୍ତୁ ଏହି ଷ୍ଟୋରରେ ମଧ୍ଯ ସବୁବେଳେ ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଉଛି। ଫଳରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଆମ…

Continue Readingନିରାମୟରେ ଜୀବନ ରକ୍ଷାକାରୀ ଔଷଧ ଅଭାବ