ଜାତୀୟ ପତାକାକୁ ଅସମ୍ମାନ

ଅନୁଗୁଳ: ତ୍ରିରଙ୍ଗାକୁ ଅସମ୍ମାନ। ମାସାଧିକ କାଳ ଅନ୍ଧାରରେ ଉଡ଼ିବା ପରେ ଏବେ ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ପଡ଼ିଛି। ଅନୁଗୁଳ ରେଲୱେ ଷ୍ଟେସନ୍‌ଠାରେ ଏଭଳି ଘଟଣା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।ରେଳ ବିଭାଗ କେବଳ ଏକ ବିରାଟ ଖମ୍ବରେ ଜାତୀୟ ପତାକା…

Continue Readingଜାତୀୟ ପତାକାକୁ ଅସମ୍ମାନ

ବଦଳିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବଦଳିବ ଚିତ୍ର । ବୃଦ୍ଧି ପାଇବ ଚିକିତ୍ସା ଭିତ୍ତିଭୂମି । ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ସୂଚନା ଦିଆଯାଇଛି ।…

Continue Readingବଦଳିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର

ସୋମବାରଠୁ ଯୁବଗୋଷ୍ଠୀଙ୍କୁ କରୋନା ଟିକା

ଅନୁଗୁଳ: ଜିଲ୍ଲାରେ କରୋନା କଷଣ ଜାରି ରହିଛି। ଦ୍ୱିତୀୟ ଲହର ନ ଥମୁଣୁ ତୃତୀୟ ଲହର ଆସିବାର ସତର୍କ ଘଣ୍ଟି ବଜାଇଲାଣି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି। ଚିକିତ୍ସା ଭିତ୍ତିଭୂମି ବୃଦ୍ଧି ସହ ସମସ୍ତଙ୍କୁ…

Continue Readingସୋମବାରଠୁ ଯୁବଗୋଷ୍ଠୀଙ୍କୁ କରୋନା ଟିକା

ଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ

ଅନୁଗୁଳ: ଆଜିଠାରୁ ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ଼ ପରିଚାଳନା ବ୍ୟବସ୍ଥା (ସିଏମଏସ)। ଏହି ବ୍ୟବସ୍ଥା ଅନୁସାରେ, କୋଭିଡ଼ ପରିଚାଳନା ଅଧିକ ସକ୍ରିୟ ଓ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଆଶା ରଖିଛି ପ୍ରଶାସନ। ଏଥିପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍‌ angulcms.com…

Continue Readingଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ

ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି କରେନା। ଦିନକୁ ଦିନ ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗଲାଣି । ସକ୍ରିୟ ରୋଗୀ ସଂଖ୍ୟା ୫ ହଜାର ଉପରେ ରହୁଥିବା ବେଳେ ରୋଗୀଙ୍କୁ ଉନ୍ନତ ଚିକିତ୍ସା…

Continue Readingଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା

ଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ଅନୁଗୁଳ: ଡାକ୍ତର ଉମେଶ ଚନ୍ଦ୍ର ଦଶ(୭୭) । ବରିଷ୍ଠ ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ରହିଛି ତାଙ୍କର । କରୋନା ଭଳି ବିପତ୍ତି କାଳରେ ଚିକିତ୍ସା ଯୋଗାଇ ଢେର ପ୍ରଶଂସା ସାଉଁଟୁଥିବା କରୋନାର ଏହି…

Continue Readingଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା

ଅନୁଗୁଳ: ଜିଲ୍ଲାରେ କରୋନା ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଅପରାହ୍ନରେ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆସନ୍ତାକାଲିଠୁ ବନ୍ଦ ହେବ ଅନୁଗୁଳ ଜିଲ୍ଲା କୋଭିଡ୍ କେୟାର ହସ୍ପିଟାଲ। ସେହି ସ୍ଥାନରେ ଆଇସୋଲେସନ୍ ୱାର୍ଡ୍…

Continue Readingଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା,ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ

ଅନୁଗୁଳ: ସାରା ଦେଶରେ ଅକ୍ସିଜେନ୍‌କୁ ନେଇ ହାହାକାର ସ୍ଥିତି । ଏହି ଅକ୍ସିଜେନ୍ ଅଭାବରୁ ହିଁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ସମସ୍ତ କୋଭିଡ୍ କେୟାର୍ ସେଣ୍ଟର୍‌ରେ ଆବଶ୍ୟକ…

Continue Readingଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା,ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ

କରୋନାର ଦ୍ଵିତୀୟ ଲହର ମୁକାବିଲା

ଅନୁଗୁଳ: ଭୟଙ୍କର ହେଉଛି କରୋନାର ଦ୍ବିତୀୟ ଲହର। ଅନୁଗୁଳ ଜିଲ୍ଲାରେ ଦ୍ରୁତ ଗତିରେ ମାଡ଼ୁଛି ସଂକ୍ରମଣ। ଗୋଟିଏ ପଟେ ଜିଲ୍ଲାରେ କରୋନା ଚିତ୍ର ବିଗୁଡୁଥିବା ବେଳେ ଏହାର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତା’ର ଲୋକବଳ ବଢ଼ାଇଛି। ଶନିବାର ଜିଲ୍ଲାରେ…

Continue Readingକରୋନାର ଦ୍ଵିତୀୟ ଲହର ମୁକାବିଲା

କୁମ୍ଭମେଳାରୁ ଅନୁଗୁଳକୁ ଫେରିଛନ୍ତି ଜଣେ

ଅନୁଗୁଳ: କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଏବେ ସାରା ରାଜ୍ୟରେ ଚିନ୍ତା। କୁମ୍ଭମେଳାରୁ ଫେରୁଥିବା ଅଧିକାଂଶ ଶ୍ରଦ୍ଧାଳୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେମାନଙ୍କ ଠାରୁ ସଂକ୍ରମଣ ଆଶଙ୍କା ଥିବାରୁ ସରକାର ସେମାନଙ୍କ ପାଇଁ ୧୪ ଘଣ୍ଟିଆ ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି । ଏପଟେ…

Continue Readingକୁମ୍ଭମେଳାରୁ ଅନୁଗୁଳକୁ ଫେରିଛନ୍ତି ଜଣେ