ଅନୁଗୁଳ ପାଇଁ ନୂଆ

ଅନୁଗୁଳ: ଖୋଲାରେ ଶୌଚ କରିବା ଅର୍ଥାତ୍‌ ଶୌଚାଳୟର ବ୍ୟବହାର ନକରି ପୃଥିବୀରେ ଦୈନିକ ହଜାର ହଜାର ବ୍ୟକ୍ତି, ଶିଶୁ ଆଦି ବିଭିନ୍ନ ପେଟ ରୋଗ ଯଥା ଝାଡ଼ାବାନ୍ତି, କୃମି ଏବ˚ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଥିପାଇଁ…

Continue Readingଅନୁଗୁଳ ପାଇଁ ନୂଆ

ଅନୁଗୁଳ: ରକ୍ତହୀନତାର ଶିକାର ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ରକ୍ତହୀନତାର ଶିକାର। ୨୦୧୫-୧୬ର ରିପୋର୍ଟ ଅନୁଯାୟୀ ୬ ମାସରୁ ୫୯ ମାସ ମଧ୍ୟରେ ଥିବା ଶିଶୁ ଯେଉଁମାନଙ୍କ ହିମୋଗ୍ଲୋବିନ୍‌ ମାତ୍ରା ୧୧ ଗ୍ରାମ୍‌ରୁ କମ୍‌ ସେମାନଙ୍କ ସ˚ଖ୍ୟା ୩୬ ପ୍ରତିଶତ। ୧୫ରୁ…

Continue Readingଅନୁଗୁଳ: ରକ୍ତହୀନତାର ଶିକାର ମହିଳା

ବଜାରରେ ହାଉଯାଉ ନିଷିଦ୍ଧ କରୋନା ଲକେଟ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଔଷଧ ଦୋକାନ ଏବ˚ ଭେରାଇଟି ଷ୍ଟୋର ଗୁଡ଼ିକରେ ବହୁଳ ଭାବରେ ବିକ୍ରି ହେଉଛି ଜାପାନ ତିଆରି କରୋନା ଲକେଟ। ଏହାକୁ ବେକରେ ଧାରଣ କଲେ କୁଆଡେ କରୋନା ହେବ ନାହିଁ ବୋଲି ଦାବି କରାଯାଉଛି। ଏହି…

Continue Readingବଜାରରେ ହାଉଯାଉ ନିଷିଦ୍ଧ କରୋନା ଲକେଟ

୩ ମାସରେ ୭୦ ବୁଲା ଗୋରୁ ମୃତାହତ

ଅନୁଗୁଳ: ବୁଲା ଗୋରୁଗାଈଙ୍କ ପାଇଁ କାଞ୍ଜିଆହୁଦା ନାହିଁ। କି ସହର କି ବଜାର, ଗଳିକନ୍ଦି ସବୁଠି ବୁଲୁଛନ୍ତି ଗାଈଗୋରୁ। ଅନୁଗୁଳର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ସହ ଗୋବର ଏଣେତେଣେ ପଡୁଛି। ବସ୍‌, ଟ୍ରକ୍‌ ଧକ୍କାରେ ଗତ ୩ ମାସ ମଧ୍ୟରେ…

Continue Reading୩ ମାସରେ ୭୦ ବୁଲା ଗୋରୁ ମୃତାହତ

ଜିଲ୍ଲାରେ କପା ଚାଷୀ ହତାଶ

ଅନୁଗୁଳ: ଓଡ଼ିଶା କପା ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟ। ଅନୁଗୁଳ ସମେତ ୧୨ଟି ଜିଲ୍ଲାରେ ୧୦ କୋଟି କେଜି ତୁଳା ବର୍ଷକୁ ଉତ୍ପାଦିତ ହୁଏ। କିନ୍ତୁ ଶିଳ୍ପ ସମୃଦ୍ଧ ଏ ଜିଲ୍ଲାରେ ଟେକ୍ସଟାଇଲ୍‌ ଶିଳ୍ପକୁ ପ୍ରୋତ୍ସାହନ ନାହିଁ କି ଚାଷୀଙ୍କ ପାଇଁ…

Continue Readingଜିଲ୍ଲାରେ କପା ଚାଷୀ ହତାଶ

ଛତୁ ଫୁଟିଲା ଭଳି ଖୋଲୁଛି କ୍ଲିନିକ୍‌

ଅନୁଗୁଳ: ଅନୁଗୁଳ ସହରରେ ଯେଉଁଆଡେ଼ ଦେଖିବ, ସେଠି ଘରୋଇ କ୍ଲିନିକ୍‌ଟିଏ ନିହାତି ଥିବ। କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଉଲ୍ଲ˚ଘନ କରି ଯେଉଁଠି ନାହିଁ ସେଇଠି କ୍ଲିନିକ୍ ଖୋଲାଯାଉଛି। କେତେବେଳେ ଡାକ୍ତରଙ୍କ ଘର ଆଗରେ ତ କେତେବେଳେ ଘର ପଛରେ କ୍ଲିନିକ୍‌। ପୌରପାଳିକା…

Continue Readingଛତୁ ଫୁଟିଲା ଭଳି ଖୋଲୁଛି କ୍ଲିନିକ୍‌

ଅନୁଗୁଳ ଡାକ୍ତରଖାନାରେ କୋଭିଡ୍‌ କଟକଣାକୁ ଫୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦିନକୁ ଦିନ ସାଧାରଣ ରୋଗୀଙ୍କ ସ˚ଖ୍ୟା ବଢ଼ି ଚାଲିଛି। ଦିନକୁ ପ୍ରାୟ ୪୦୦ରୁ ଅଧିକ ରୋଗୀ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ନେଇ ଆସୁଛନ୍ତି। କିନ୍ତୁ ଓପିଡି ପ୍ରବେଶ ଦ୍ବାରରେ ସେମାନଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା…

Continue Readingଅନୁଗୁଳ ଡାକ୍ତରଖାନାରେ କୋଭିଡ୍‌ କଟକଣାକୁ ଫୁ

ଗାନ୍ଧି ମଣ୍ତପର ନିର୍ମାଣ କାର୍ଯ୍ୟ ଆରମ୍ଭ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଛକ, ବଜାର ଓ ପାର୍କଗୁଡ଼ିକରେ ରାଜ୍ୟ ତଥା ଦେଶର ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ରହିଛି। ସେଗୁଡ଼ିକ ପୌରପାଳିକା ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଏ। କିନ୍ତୁ ଅବହେଳା କାରଣରୁ ଅନେକ ଜାଗାରେ ପ୍ରତିମୂର୍ତ୍ତି ଗୁଡ଼ିକ ବିକୃତ ହେବାକୁ ବସିଲାଣି।…

Continue Readingଗାନ୍ଧି ମଣ୍ତପର ନିର୍ମାଣ କାର୍ଯ୍ୟ ଆରମ୍ଭ

ଅସ୍ଥାୟୀ ଦୋକାନ ଉଚ୍ଛେଦ

ଅନୁଗୁଳ: ଅମଲାପଡ଼ା କେନାଲ୍‌ ରୋଡ୍‌ରୁ ଚନ୍ଦନ ନର୍ସି˚ ହୋମ୍‌ ଯାଏଁ ରାସ୍ତା କଡରେ ଥିବା ଅସ୍ଥାୟୀ ଦୋକାନ ଉଚ୍ଛେଦ ହୋଇଛି। ଏଠାରେ ପୂର୍ବରୁ ମାଛ, ମା˚ସ ବଜାର ଖୋଲିଥିଲା। ସେଗୁଡ଼ିକୁ ପୌରପାଳିକା ପକ୍ଷରୁ ଶନିବାର ହଟାଇ ଦିଆଯାଇଛି। ସ୍ବରେଜ୍‌ ବ୍ୟବସ୍ଥାର ଉନ୍ନତି…

Continue Readingଅସ୍ଥାୟୀ ଦୋକାନ ଉଚ୍ଛେଦ

ଅନୁଗୁଳରେ କିନ୍ନରଙ୍କ ସ˚ଖ୍ୟା ଓ ସମସ୍ୟା ବଢ଼ୁଛି

ଅନୁଗୁଳ: ଭାରତରେ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗୀର ମାନ୍ୟତା ମିଳିବା ପରେ ସେମାନେ ଏବେ ଫୋକସରେ ଅଛନ୍ତି। ବ୍ୟବସାୟଠାରୁ ରାଜନୀତି ଯାଏଁ ସବୁଠି ସେମାନେ ସେମାନଙ୍କ ପ୍ରବେଶକୁ ଜାହିର କରିବାକୁ ପ୍ରୟାସ କରୁଛନ୍ତି। ତେବେ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ତେବେ ଏକତା…

Continue Readingଅନୁଗୁଳରେ କିନ୍ନରଙ୍କ ସ˚ଖ୍ୟା ଓ ସମସ୍ୟା ବଢ଼ୁଛି