ଦନ୍ତାର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼: ଦାନ୍ତ କାଢ଼ି ବିକି ଦେଇଥିବା ଫରେଷ୍ଟର ଓ ଗାର୍ଡ ନିଲମ୍ବିତ, ଦୁଇ ହାତୀ ଦାନ୍ତ ଜବତ ଓ ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳର ପରା ସଂରକ୍ଷିତ ଜଙ୍ଗଲର ମାଙ୍କରକନ୍ଦା ନାଳରୁ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ଘଟଣାରେ ଜଣେ ଫରେଷ୍ଟର ଓ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ହାତୀ ଦାନ୍ତ ଚୋରି ଅଭିଯୋଗରେ ଜଣକୁ…

Continue Readingଦନ୍ତାର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼: ଦାନ୍ତ କାଢ଼ି ବିକି ଦେଇଥିବା ଫରେଷ୍ଟର ଓ ଗାର୍ଡ ନିଲମ୍ବିତ, ଦୁଇ ହାତୀ ଦାନ୍ତ ଜବତ ଓ ଜଣେ ଗିରଫ

ପରିତ୍ୟକ୍ତ କୂଅରୁ ମା’ ଓ ଛୁଆ ହାତୀ ଉଦ୍ଧାର: ୫ ଘଣ୍ଟା ପରିଶ୍ରମ ପରେ ଜେସିବି ସାହାଯ୍ୟରେ ବାହାର କଲା ବନ କର୍ମଚାରୀ

  ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳର ଲେମ୍ବୁତଇଳାର ପରିତ୍ୟକ୍ତ କୂଅରୁ ୫ ଘଣ୍ଟା ପରିଶ୍ରମ ପରେ ମା' ଓ ଛୁଆ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବନ ବିଭାଗ। ସୂଚନାଯୋଗ୍ୟ ଯେ ଲେମ୍ବୁତଇଳା ବିଟ ଅଧୀନସ୍ଥ ଜରପଡ଼ା ବନାଞ୍ଚଳର…

Continue Readingପରିତ୍ୟକ୍ତ କୂଅରୁ ମା’ ଓ ଛୁଆ ହାତୀ ଉଦ୍ଧାର: ୫ ଘଣ୍ଟା ପରିଶ୍ରମ ପରେ ଜେସିବି ସାହାଯ୍ୟରେ ବାହାର କଲା ବନ କର୍ମଚାରୀ

ଜେରେଙ୍ଗ ମା’ ବୁଢ଼ୀ ପାହାଡ଼ ବନ ସୁରକ୍ଷା ସମିତି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ, ଗଛ ଲଗାଇଲେ ସମସ୍ତ କର୍ମୀ

ଛେଣ୍ଡିପଦା: ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳ ଅନ୍ତର୍ଗତ ଜେରେଙ୍ଗ ମା' ବୁଢ଼ୀ ପାହାଡ଼ ବନ ସୁରକ୍ଷା ସମିତି ପକ୍ଷରୁ ସ୍ଥାନୀୟ ସଭାଗୃହ ଠାରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

Continue Readingଜେରେଙ୍ଗ ମା’ ବୁଢ଼ୀ ପାହାଡ଼ ବନ ସୁରକ୍ଷା ସମିତି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ, ଗଛ ଲଗାଇଲେ ସମସ୍ତ କର୍ମୀ

ଯୁକ୍ତିତର୍କରୁ ଗଲା ଜୀବନ: ଟ୍ରକ ଚାଳକଙ୍କ ଜଗ୍‌ ରଡ଼ ମାଡ଼ରେ ଅନ୍ୟ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ

ଛେଣ୍ଡିପଦା: ଅନୁଗୁଳ ଜରପଡା ଥାନା ୫୫ନଂ ଜାତୀୟ ରାଜପଥର ତୁକୁଡ଼ା ଠାରେ ଶନିବାର ଜଣେ ଟ୍ରକ ଚାଳକଙ୍କ ଜଗ୍‌ ରଡ଼ ମାଡ଼ରେ ଅନ୍ୟ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକ ହେଲେ ଢେଙ୍କାନାଳ ଜିଲ୍ଲା ବରିହାପୁର ଗାଁର ରାଜକିଶୋର…

Continue Readingଯୁକ୍ତିତର୍କରୁ ଗଲା ଜୀବନ: ଟ୍ରକ ଚାଳକଙ୍କ ଜଗ୍‌ ରଡ଼ ମାଡ଼ରେ ଅନ୍ୟ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ

ରାଜନୈତିକ ଶତ୍ରୁତାରୁ ଗାଁ ଦାଣ୍ଡରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା !

ଅନୁଗୁଳ: ପୂର୍ବତନ ସରପଞ୍ଚଙ୍କୁ ହତ୍ୟା। ଛେଣ୍ଡିପଦା-ଜେରେଙ୍ଗ ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ବିଭୂତି ଭୂଷଣ ଗଡ଼ନାୟକ। ଗାଁ ଦାଣ୍ଡରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ…

Continue Readingରାଜନୈତିକ ଶତ୍ରୁତାରୁ ଗାଁ ଦାଣ୍ଡରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା !

ବସ୍ ଷ୍ଟାଣ୍ଡରୁ ୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

  ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦୁର୍ଗାପୁର ଛକ ନିକଟରୁ ପୋଲିସ ୩ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଟାଙ୍ଗର ସାହିର ସନାତନ ସାହୁ। ପୋଲିସ…

Continue Readingବସ୍ ଷ୍ଟାଣ୍ଡରୁ ୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କୂଅ ପିଣ୍ଡିରେ ଶୋଇଥିଲେ… କୂଅକୁ ଗଳି ପଡ଼ି ଯୁବକ ମୃତ

  ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଗାଁରେ କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜରପଡା ମାଝୀ ସାହିର ଦିଲ୍ଲୀପ ସାହୁଙ୍କ ପୁଅ ସୁନିଲ୍ ସାହୁ (୨୫)। ସୂଚନା ମୁତାବକ, ସୁନିଲ୍ ସାହୁ (୨୫) ରବିବାର…

Continue Readingକୂଅ ପିଣ୍ଡିରେ ଶୋଇଥିଲେ… କୂଅକୁ ଗଳି ପଡ଼ି ଯୁବକ ମୃତ

ହାଇୱେ ହିପ୍ନୋସିସ !! ଟ୍ରକ୍ ପଛରୁ ଧକ୍କା ଦେଲା ନାଇଟ କୋଚ ବସ୍

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡା ଠାରେ ଆଜି ବଡି ଭୋର ସମୟରେ ଏକ ଟ୍ରକ ପଛରେ ଏକ ଘରୋଇ ନାଇଟ କୋଚ ବସ ଧକ୍କା ଦେବା ଫଳରେ ବସ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ…

Continue Readingହାଇୱେ ହିପ୍ନୋସିସ !! ଟ୍ରକ୍ ପଛରୁ ଧକ୍କା ଦେଲା ନାଇଟ କୋଚ ବସ୍

ଭଗତ ସିଂଙ୍କ ୯୪ ତମ ସହିଦ ଦିବସ: ମୋଟରସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କଲେ ଛାତ୍ର-ଯୁବକ

ଜରପଡ଼ା: ସହିଦ-ଏ-ଆଜମ ଭଗତ ସିଂଙ୍କ ୯୪ ତମ ସହିଦ ଦିବସ ଉପଲକ୍ଷେ ତୁକୁଡା ଗ୍ରାମର ଛାତ୍ର-ଯୁବକମାନେ ରାଜସଂସ୍କାର କମିଟି ଏବଂ ଡି.ଓ୍ବାଇ.ଓ. ଉଦ୍ୟୋଗରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି କଞ୍ଜରା, ବିମଳବେଡା, ମୁଣ୍ଡାସାହି ଛକ ଓ ଜରପଡା ଗ୍ରାମ ଆଦି…

Continue Readingଭଗତ ସିଂଙ୍କ ୯୪ ତମ ସହିଦ ଦିବସ: ମୋଟରସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କଲେ ଛାତ୍ର-ଯୁବକ

ଜରପଡ଼ା ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଛି। ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଶକ୍ତି ସ୍ୱରୂପାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ…

Continue Readingଜରପଡ଼ା ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ