ରେଳ ବିଭାଗର ଡିଆରଏମଙ୍କୁ ଭେଟି ଟ୍ରେନ ରହଣି ପାଇଁ ଦାବି ଜଣାଇଲା ଜରପଡ଼ା ଆଞ୍ଚଳିକ ବିକାଶ ପରିଷଦ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଷ୍ଟେସନରେ ଗୁରୁବାର ଜରପଡା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରେଳ ବିଭାଗର ଡିଆରଏମଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି। ରେଳ ବିଭାଗର ଡିଆରଏମ ଭିନୀତ ସିଂ ଗୁରୁବାର ଅପରାହ୍ନରେ ଏକ…