ଆଉ ଜଙ୍ଗଲରେ ଲାଗିବନି ନିଆଁ: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ନେଲେ ଜରପଡ଼ାବାସୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅଧୀନ ଦୁର୍ଗାପୁର ପାଣସାହି ମୌଜା ବନ ସୁରକ୍ଷା ସମିତି ସଭାଗୃହ ଠାରେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜଙ୍ଗଲ ନିଆଁ ଓ ବନ୍ୟଜନ୍ତୁ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ସମିତି…

Continue Readingଆଉ ଜଙ୍ଗଲରେ ଲାଗିବନି ନିଆଁ: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ନେଲେ ଜରପଡ଼ାବାସୀ

ରାତି ଅଧିଆ ଯୁବକଙ୍କୁ ଲୁଟ୍ ଉଦ୍ୟମ ବିଫଳ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଜରପଡ଼ା ଥାନା କଞ୍ଜରା ମୁଣ୍ଡା ସାହିର ସତ୍ୟବାଦୀ ସାହୁ ଗୁରୁବାର ରାତିରେ ଜିନ୍ଦଲ କମ୍ପାନୀରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଲୁଟ ଉଦ୍ୟମ ହୋଇଛି। ଏ ନେଇ ସେ ଜରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,…

Continue Readingରାତି ଅଧିଆ ଯୁବକଙ୍କୁ ଲୁଟ୍ ଉଦ୍ୟମ ବିଫଳ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ ମେଡିକାଲ ଭିତରେ ପକେଟମାରର ଶିକାର ହେଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆମ ମେଡିକାଲ ଯୋଜନାର ଅନ୍ତର୍ଭୁକ୍ତ ହେଲା। ନୂଆ ଲାଇଟ ବୋର୍ଡରେ ଝଲମଲ ହେଲା ଡାକ୍ତରଖାନା ପରିସର । କିନ୍ତୁ ସ୍ୱାସ୍ଥ୍ୟ ସେବା କଥା ଯାହା ହେଉନା କାହିଁକି ନିରାପତ୍ତା ବ୍ୟବସ୍ଥା ଏତେ ହୁଗୁଳ। ଯେ…

Continue Readingଅନୁଗୁଳ ମେଡିକାଲ ଭିତରେ ପକେଟମାରର ଶିକାର ହେଲେ ଯୁବକ

ଜରପଡ଼ା ପତିତପାବନ ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଯାପିତ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ୍ ଜରପଡ଼ା ପତିତପାବନ ଯୁକ୍ତ ଦୁଇ କଲେଜ ପରିସରରେ ଚାଲିଥିବା ବାର୍ଷିକ କ୍ରୀଡ଼ା ଶୁକ୍ରବାର ଅପରାହ୍ନରେ ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜରପଡ଼ା କଲେଜ ଅଧ୍ୟକ୍ଷ ଜଗବନ୍ଧୁ ସାହୁ ଯୋଗ ଦେଇଥିଲେ। ଅତିଥି ପ୍ରଥମେ…

Continue Readingଜରପଡ଼ା ପତିତପାବନ ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଯାପିତ

ଜରପଡ଼ା ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଘାଟିତ, ବିଭିନ୍ନ ଖେଳରେ ଭାଗ ନେଲେ ଛାତ୍ରଛାତ୍ରୀ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଜରପଡ଼ା ସ୍ଥିତ ପତିତପାବନ ଯୁକ୍ତ ଦୁଇ କଲେଜ ପରିସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜରପଡ଼ା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ପ୍ରଧାନ, ମୁଖ୍ୟବକ୍ତା ଭାବେ ଯୁକ୍ତ ଦୁଇ କଲେଜର…

Continue Readingଜରପଡ଼ା ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଘାଟିତ, ବିଭିନ୍ନ ଖେଳରେ ଭାଗ ନେଲେ ଛାତ୍ରଛାତ୍ରୀ

ଛେଣ୍ଡିପଦା ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଆୟୋଜିତ, ନ୍ୟାୟ ପାଇଲେ ହିତାଧିକାରୀ

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ତହସିଲ ଜରପଡା ରାଜସ୍ବ ବିଭାଗ ନିରୀକ୍ଷକ କାର୍ଯ୍ୟାଳୟରେ ସୋମବାର ଛେଣ୍ଡିପଦା ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଏ ଅବସରରେ ଉଭୟ ଜରପଡ଼ା ଏବଂ ଦୁର୍ଗାପୁର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ରାଜସ୍ୱ ଗାଁ…

Continue Readingଛେଣ୍ଡିପଦା ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଆୟୋଜିତ, ନ୍ୟାୟ ପାଇଲେ ହିତାଧିକାରୀ
Read more about the article ଧାର ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
Law Judge Gavel And Legality Symbol

ଧାର ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ: ଧାର ଦେଇଥିବା ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଓଗି ଗ୍ରାମର ପଞ୍ଚାନନ ପ୍ରଧାନ…

Continue Readingଧାର ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଜରପଡ଼ା ଦନ୍ତା ମୃତ୍ୟୁର ଖୁଲାସା: ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଯାଇଛି ଜୀବନ; ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ବନାଞ୍ଚଳରେ ଗତ ଶନିବାର ସକାଳେ ମିଳିଥିବା ଦନ୍ତା ମୃତ ଦେହର ବ୍ୟବଚ୍ଛେଦ ପରେ ତଦନ୍ତ କରି ପୋଲିସ ଜଣଙ୍କୁ ଗିରଫ କରିଛି। ସୋମବାର ଭୋର ୫ଟାରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ…

Continue Readingଜରପଡ଼ା ଦନ୍ତା ମୃତ୍ୟୁର ଖୁଲାସା: ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଯାଇଛି ଜୀବନ; ଜଣେ ଗିରଫ

ଅଜଣା ଗାଡ଼ି ଧକ୍କାରେ ଭାଇ-ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ଏମଭିଆଇ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ୍ ଜରପଡା ଥାନା ୫୫ ନମ୍ୱର୍ ଜାତୀୟ ରାଜପଥ ଜେରେଂ ଭାଗିରଥିପୁର୍ ଛକରେ ବଇଣ୍ଡାରୁ ଅନୁଗୁଳ ଆସୁଥିବା ଏକ ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେଇଛି। ଫଳରେ ସ୍କୁଟିରେ ଥିବା ଭାଇ ଭଉଣୀ ଗୁରୁତର ହୋଇଛନ୍ତି। ଗୁରୁତର…

Continue Readingଅଜଣା ଗାଡ଼ି ଧକ୍କାରେ ଭାଇ-ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ଏମଭିଆଇ

ପୂର୍ବ ଶତ୍ରୁତାରୁ ଟାଙ୍ଗିଆରେ ଆକ୍ରମଣ, ମା’ ଓ ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗ ଜରଡ଼ା ଗାଁରେ ପୂର୍ବ ଶତ୍ରୁତାଙ୍କୁ ନେଇ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଗୁରୁବାର ମା’ ଓ ପୁଅଙ୍କୁ ଗିରଫ କରିଛି। ସୂଚନା ଯେ, ଗାଁର ରସା ସେଠୀ(୫୦)ଙ୍କ ସହ…

Continue Readingପୂର୍ବ ଶତ୍ରୁତାରୁ ଟାଙ୍ଗିଆରେ ଆକ୍ରମଣ, ମା’ ଓ ପୁଅ ଗିରଫ