ଟିଟିପିଏସ୍ ଗେଟ୍ ସମ୍ମୁଖରେ ସାଂସଦଙ୍କ ମୌନବ୍ରତ ସହ ଧାରଣା
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ୍ ପାୱାର ପ୍ଲାଣ୍ଟ୍ (ଟିଟିପିଏସ୍) ବନ୍ଦ ପ୍ରତିବାଦରେ ସୋମବାର ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ଳାଣ୍ଟ ସମ୍ମୁଖରେ ମୌନବ୍ରତ ସହ ଧାରଣାରେ ବସିଥିଲେ। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ଆନ୍ତରିକତା ଅଭାବ ଯୋଗୁଁ ୫୦…