ଅନୁଗୁଳରେ ଜାତୀୟ ପ୍ରେସ୍ ଦିବସ
ଅନୁଗୁଳ: ପୌରପାଳିକା ଟାଉନ୍ହଲ୍ରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସ˚ଗ୍ରାମ ରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ କରିଥିଲେ ଢେଙ୍କାନାଳ ସା˚ସଦ ମହେଶ ସାହୁ। ସାମ୍ବାଦିକମାନେ ରାଷ୍ଟ୍ରର, ଗଣତନ୍ତ୍ରର ସୁରକ୍ଷାକାରୀ।…