କଳାକାର ସୁବାସ ବିଶ୍ବାଳଙ୍କ ସ୍ମୃତିସଭା

ଅନୁଗୁଳ: ନାଟ୍ୟାନୁଷ୍ଠାନ ‘ନାଟ୍ୟମ୍‌’ର ବରିଷ୍ଠ ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବିଶ୍ବାଳଙ୍କ ବିୟୋଗରେ ଏକ ସ୍ମୃତିସଭା ସ୍ଥାନୀୟ ବାସନ୍ତୀ ଦୁର୍ଗା ପଡ଼ିଆ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଆୟୋଜିତ ଏହି ସଭାରେ ସମସ୍ତ ସଦସ୍ୟ…

Continue Readingକଳାକାର ସୁବାସ ବିଶ୍ବାଳଙ୍କ ସ୍ମୃତିସଭା