ବଜାର ଛକରେ ବେଆଇନ ଗାଡି ପାର୍କିଂ, ଟ୍ରାଫିକ ସେବା ବିପର୍ଯ୍ୟସ୍ତ

You are currently viewing ବଜାର ଛକରେ ବେଆଇନ ଗାଡି ପାର୍କିଂ, ଟ୍ରାଫିକ ସେବା ବିପର୍ଯ୍ୟସ୍ତ

ଅନୁଗୁଳ: ଅନୁଗୁଳ ବଜାର ଛକ ଅଞ୍ଚଳରେ ମନ ଇଚ୍ଛା ଗାଡି ପାର୍କିଂ ଯୋଗୁଁ ନାହିଁ ନଥିବା ଟ୍ରାଫିକ ସମସ୍ୟା ଦେଖା ଦେଉଛି। ବିଶେଷ କରି ସନ୍ଧ୍ୟା ସମୟରେ ଦୋକାନକୁ ଆସୁଥିବା ଗ୍ରାହକ ମାନେ ମନଇଚ୍ଛା ଗାଡି ପାର୍କିଂ କରୁଛନ୍ତି। ଏହାଛଡା କିଛି ଉଠା ଦୋକାନୀ ମଧ୍ୟ ରାସ୍ତା କଡ଼କୁ ଲାଗି ସେମାନଙ୍କ ପସରା ମେଲାଇ ବେପାର କରୁଛନ୍ତି। ଏହା ଦ୍ୱାରା ଟ୍ରାଫିକ ଜାମ ହେଉଛି। ଟ୍ରାଫିକ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply