ଅକ୍ଷୟ ଶ୍ରାଦ୍ଧ ଦିବସ
ଅନୁଗୁଳ: ଅନୁଗୁଳ ମାରୱାଡ଼ି ଧର୍ମଶାଳାଠାରେ ଓଡ଼ିଆ ସ˚ଗୀତ ଜଗତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ୧୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୁଧିରେନ୍ଦ୍ର ପରିଜାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ ଜେଏସ୍ପିଏଲ୍ ସିଏସ୍ଆର୍ ବିଭାଗର…