ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମଦାନ କାର୍ଯ୍ୟକ୍ରମ
ଅନୁଗୁଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମଦାନ କାର୍ଯ୍ୟକ୍ରମ ସ୍ୱରୂପ ଆଜି ସାମୁହିକ ସଫେଇ ଆୟୋଜିତ ହୋଇଥିଲା। ଅନୁଗୁଳ ପୌରପାଳିକା ସହାୟତାରେ ଆୟୋଜିତ ଏହି ସଫେଇ କାର୍ଯ୍ୟକ୍ରମରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା,ଡୂଡ଼ା ପ୍ରକଳ୍ପ ଅଧିକାରୀ ଦେବଦତ୍ତ ମହନ୍ତ, ଏପିଡି,ଅର୍ଥ ଅବିନାଶ ମହାନ୍ତି,ପୌର…