Sunshine Communication
Browsing Tag

SP Angul

ମହିଳାଙ୍କୁ କିରୋସିନି ଢ଼ାଳି ହତ୍ୟା ଉଦ୍ୟମ!

ଅନୁଗୁଳ : ଅନୁଗୁଳ ପୌରପାଳିକା ଅନ୍ତର୍ଗତ ହେମସୁରପଡ଼ାରେ ଜଣେ ମହିଳାଙ୍କ ଦେହରେ କିରାସିନି ଢାଳି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁୁୁତାବକ,ହେମସୁରପଡ଼ାର ଶିବ ନାରାୟଣ ନାୟକଙ୍କ ପତ୍ନୀ ହରପ୍ରିୟା…
Read More...

ବଦଳିଲେ ୧୦ ଥାନା ଅଧିକାରୀ

ଅନୁଗୁଳ: ଅନୁଗୁଳ ପୁଲିସ୍‌ରେ ଗୁରୁବାର ଅଧିକାରୀସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଛେଣ୍ଡିପଦା, ଜରପଡ଼ା, ନିଶା ଶିଳ୍ପାଞ୍ଚଳ ଥାନା ସମେତ ମୋଟ୍ ୧୦ଟି…
Read More...

ଜାତୀୟ ପତାକାକୁ ଅସମ୍ମାନ

ଅନୁଗୁଳ: ତ୍ରିରଙ୍ଗାକୁ ଅସମ୍ମାନ। ମାସାଧିକ କାଳ ଅନ୍ଧାରରେ ଉଡ଼ିବା ପରେ ଏବେ ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ପଡ଼ିଛି। ଅନୁଗୁଳ ରେଲୱେ ଷ୍ଟେସନ୍‌ଠାରେ ଏଭଳି ଘଟଣା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।ରେଳ ବିଭାଗ କେବଳ…
Read More...

ଝରକା ତାଡ଼ି ଔଷଧ ଦୋକାନରୁ ଲୁଟ୍‌ପାଟ୍

ଅନୁଗୁଳ: କରୋନା କାଳରେ ମାତିଛନ୍ତି ଚୋର। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ନିଧଡ଼କ କରୁଛନ୍ତି ଲୁଟପାଟ୍ । ଅନୁଗୁଳ ସଦର ଥାନା ଇଲାକା ଚଣ୍ଡିଖମଣ ଛକରେ ଥିବା ଏକ ଔଷଧ ଦୋକାନରୁ ଶନିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ…
Read More...

ଅନୁଗୁଳ ଗସ୍ତରେ ପୁଲିସ୍ ଡିଜି ଅଭୟ, କୋଭିଡ୍ ସ୍ଥିତିର କଲେ ସମୀକ୍ଷା

ଅନୁଗୁଳ: ପୁଲିସ୍ ଡିଜି ଅଭୟ ଶୁକ୍ରବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ୍ ମୁକାବିଲାରେ ଅନୁଗୁଳ ପୁଲିସ୍‌ର କାର୍ଯ୍ୟକୁ ସେ ପ୍ରଶଂସା କରିବା ସହିତ ଲକଡାଉନ୍, ସପ୍ତାହାନ୍ତ ସଟଡାଉନ୍…
Read More...

ପ୍ରଗତିନଗରରୁ ଚୋରି, ଗ୍ରୀଲ୍ ଭାଙ୍ଗି ଲୁଟିନେଲେ ଟଙ୍କା, ସୁନା

ଅନୁଗୁଳ: କରୋନା କାଳରେ ସକ୍ରିୟ ହୋଇଛନ୍ତି ଚୋର। ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ବଢ଼ିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ । ଗତ ଗୁରୁବାର ରାତିରେ ଅନୁଗୁଳ ସହର ଉପକଣ୍ଠ ପ୍ରଗତି ନଗରରେ ଏକ ବଡ଼ ଧରଣର ଚୋରି ହୋଇଛି । ପରିବାର ଲୋକ…
Read More...

ଚୋରି ବେଳେ ଧରାପଡ଼ି ଉଠବସ୍ ହେଲେ ଯୁବକ

ଅନୁଗୁଳ: ଦୋକାନ ଗୋଦାମରୁ ଖଲି, ଚଉପତି ଚୋରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ଦୋକାନ ମାଲିକଙ୍କ ହାବୁଡ଼ରେ ପଡ଼ିବା ପରେ ସମ୍ପୃକ୍ତ ଯୁବକକୁ ଉଦ୍‌ବସ୍‌ କରାଇବା ଘଟଣା ଅନୁଗୁଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି।…
Read More...

ବୋହିନେଲେ ପେଟି ପେଟି ମଦ

ଅନୁଗୁଳ: ଅନୁଗୁଳ ସହରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡୁଥିବାରୁ ତିନି ଦିନିଆ ସଟଡାଉନ୍ ଆରମ୍ଭ ହୋଇଛି। ମାତ୍ର ଗତକାଲି ପ୍ରଥମ ଦିନରେ ସଟଡାଉନ୍ ନିୟମକୁ ଅମାନିଆ ଖୋଲାଖୋଲି ଉଲଂଘନ କରିଛନ୍ତି। ସଟଡାଉନ୍‌ରେ କେବଳ…
Read More...

ଅନୁଗୁଳରେ ଜୋରଦାର ହେଲା ମାସ୍କ ଯାଞ୍ଚ

ଅନୁଗୁଳ: ଅନୁଗୁଳ ବଜାର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏସପି ଜଗମୋହନ ମୀନାଙ୍କ ନେତୃତ୍ବରେ ମାସ୍କ ଓ ସାମାଜିକ ଦୂରତା ନେଇ ଯାଞ୍ଚ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ବସଷ୍ଟାଣ୍ଡ, ସଞ୍ଜିବନୀ ମାର୍କେଟ, ଲକ୍ଷ୍ମୀ ବଜାର,…
Read More...

ଅନୁଗୁଳ ସହର ଉପକଣ୍ଠରେ ଚାଞ୍ଚଲ୍ୟ

ଅନୁଗୁଳ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା । ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା କୁମଣ୍ଡ ଗାଣ୍ଡୁ ପଡ଼ିଆରେ ରବିବାର ରାତିରେ ଘଟି ଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳା ହେଲେ ଧୃବ…
Read More...