ଅସୁରକ୍ଷିତ ଅନୁଗୁଳ ସହର, ମହିଳାଙ୍କୁ ମାଡ଼ ମାରି ଟଙ୍କା ଛଡ଼ାଇନେଲା
ଅନୁଗୁଳ: ଅସୁରକ୍ଷିତ ହୋଇ ପଡ଼ିଛି ଅନୁଗୁଳ ସହର । ଚୋରି, ଛିନ୍ତାଇ ବୃଦ୍ଧି ପାଇବା ସହ ବେଲଗାମ ହୋଇଛି ଅସାମାଜିକ କାର୍ଯ୍ୟକଳାପ । ଗୁରୁବାର ସକାଳେ ଏସ୍ପିଙ୍କ ବାସଭବନ ସାମ୍ନାରେ ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି । ଜଣେ ଦୁର୍ବୃତ୍ତ…



