ଖୁସି ଖବର ! ଖୁବ ଶୀଘ୍ର ଆରମ୍ଭ ହେଉଛି ତାଳଚେର ଥର୍ମାଲର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ କାମ
ତାଳଚେର: ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ) ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ କାମ। ୨୦୨୬ ସେପ୍ଟେମ୍ବରରେ ୬୬୦ ମେଗାୱାଟ ବିଶିଷ୍ଟ ଏହାର ପ୍ରଥମ ୟୁନିଟ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ୪ ମାସ…