ଏନ୍‌ଟିପିସି ଶୁଣାଣି ଘୁଞ୍ଚିଲା ୭କୁ

0

ଅନୁଗୁଳ: ଶ୍ରମ ଅଦାଲତରେ ଟିଟିପିଏସ୍‌କୁ ନେଇ ହେବାକୁ ଥିବା ଶୁଣାଣିକୁ ପୁଣି ଘୁଞ୍ଚାଇ ଦିଆଯାଇଛି। ଏପ୍ରିଲ୍ ୨୩ତାରିଖ ଦିନ ଏହାର ଶୁଣାଣି ହେବାକୁ ଥିଲା। କିନ୍ତୁ, କୌଣସି କାରଣରୁ ଏହାର ଶୁଣାଣି ହୋଇ ପାରିନାହିଁ। ଆସନ୍ତା ମେ ୭ତାରିଖ ଦିନ ଏହାର ଶୁଣାଣି ହେବ ବୋଲି ଶ୍ରମ ଅଦାଲତ ପକ୍ଷରୁ ଟିଟିପିଏସ୍ ଶ୍ରମିକ ନେତାଙ୍କୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି।

online coaching

Leave A Reply

Your email address will not be published.