ପରଲୋକରେ ବରିଷ୍ଠ କଳାକାର ସୁବାସ ବିଶ୍ୱାଳ

You are currently viewing ପରଲୋକରେ ବରିଷ୍ଠ କଳାକାର ସୁବାସ ବିଶ୍ୱାଳ

ଅନୁଗୁଳ : ଅନୁଗୁଳର ବରିଷ୍ଠ କଳାକାର ତଥା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ପରିଚାଳକ ସୁବାସ ବିଶ୍ବାଳଙ୍କ ମଙ୍ଗଳବାର ଅନୁଗୁଳ ଡାକ୍ତରଖାନାରେ ପରଲୋକ ଘଟିଛି। ଜଣେ ମଞ୍ଚ କଳାକାର ରୂପେ ତାଙ୍କ ବେଶ ଖ୍ୟାତି ରହିଥିଲା। ନାଟ୍ୟମ ଏବଂ କଳାକାର ନାଟ୍ୟ ସଂସ୍ଥା ସହିତ ଜଡିତ ରହି ବହୁ ମଂଚ ନାଟକ ଓ ବେତାର ନାଟକରେ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିଲେ।ଜଣେ ମେଳାପୀ, ଅମାୟିକ ବ୍ୟକ୍ତି ଭାବେ ସେ ଅନୁଗୁଳରେ ପରିଚିତ ଥିଲେ। ତାଙ୍କ ପରଲୋକ ଖବର ପାଇଁ ବହୁ କଳାକାର ତାଙ୍କ ବାସଭବନରେ ପହଂଚି ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧlଞ୍ଜଳି ଅର୍ପଣ କରିଥିଲେ।

Share

Leave a Reply