ଅନୁଗୁଳ: ଆଜି ଅନୁଗୁଳ ସହରାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କୋଭିଡ୍ କଟକଣା ଯୋଗୁଁ ପୂଜା କମିଟିର କର୍ମକର୍ତ୍ତାମାନେ ନିରାଡ଼ମ୍ବର ଭାବେ ପୂଜା ସାରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଆଜି ମହାସପ୍ତମୀ ପୂଜା ଅବସରରେ କଳସ ଶୋଭାଯାତ୍ରା, ହୋମ, ଯଜ୍ଞ, ଚଣ୍ତୀପାଠ ଆଦି ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପୂଜା ମଣ୍ତପକୁ ସର୍ବସାଧାରଣ ପ୍ରବେଶ ବାରଣ କରାଯାଇଛି। ଅନୁଗୁଳରେ ମୋଟ ୧୧ଟି ପୂଜା ମଣ୍ତପ ନିିର୍ମିତ ହୋଇଛି।
ମା ବିରାଜିଲେ
- Post published:October 23, 2020
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau

Tags: ଅନୁଗୁଳ