ବିଶାଳ ୧୦୮ ହନୁମାନ ଚାଳିଶା ଯଜ୍ଞ, ଶନିବାର ହେବ ସାମୂହିକ ୧୦୮ ହନୁମାନ ଚାଳିଶା ପାଠ

You are currently viewing ବିଶାଳ ୧୦୮ ହନୁମାନ ଚାଳିଶା ଯଜ୍ଞ, ଶନିବାର ହେବ ସାମୂହିକ ୧୦୮ ହନୁମାନ ଚାଳିଶା ପାଠ

ଅନୁଗୁଳ : ଶ୍ରୀ ହନୁମାନ ଭକ୍ତ ମଣ୍ଡଳୀ ପକ୍ଷରୁ ବିଶାଳ ୧୦୮ ହନୁମାନ ଚାଳିଶା ପାଠ ଓ ଶକ୍ତି ଆବାହକ ଘୃତ ଯଜ୍ଞ ସ୍ଥାନୀୟ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଚାଲିଛି। ଆଜି ପୂର୍ବାହ୍ନରେ ସହସ୍ର କୁମ୍ଭ ସ୍ଥାପନ ସହିତ ଘୃତ ଯଜ୍ଞରେ ଆହୂତି ପ୍ରଦାନ କରାଯାଉଛି। ଚଳିତବର୍ଷ ଏହି କାର୍ଯ୍ୟକ୍ରମ ୨୬ ବର୍ଷରେ ପଦାର୍ପଣ କରିଛି। ଶନିବାର ସକାଳ ୭ଟାରେ ସାମୂହିକ ୧୦୮ ହନୁମାନ ଚାଳିଶା ପାଠ ହେବ, ଯେଉଁଥିରେ ହଜାର ହଜାର ଶ୍ରଦ୍ଧାଳୁ ଏକ ସ୍ଵରରେ ହନୁମାନ ଚାଳିଶା ପାଠ କରିବେ।

ସନ୍ଧ୍ୟାରେ ପଣ୍ଡିତ ଉମାକାନ୍ତ ମହାରାଜଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ଥିଲା ବେଳେ ଦ୍ବିତୀୟ ଦିବସରେ ସାମୂହିକ ପ୍ରସାଦ ସେବନ ସାଙ୍ଗକୁ ସନ୍ଧ୍ୟାରେ ସୁନ୍ଦରାକାଣ୍ତ ପାଠ ହୋଇଥିବା ଜଣାଯାଇଛି।

Share

Leave a Reply