କୁଣ୍ଡେଶ୍ବର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କୁଚିଣ୍ଡାକୁ ମାତ୍ ଦେଇ ଭୁବନେଶ୍ୱର ୦-୧ ଗୋଲରେ ବିଜୟୀ

You are currently viewing କୁଣ୍ଡେଶ୍ବର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କୁଚିଣ୍ଡାକୁ ମାତ୍ ଦେଇ ଭୁବନେଶ୍ୱର ୦-୧ ଗୋଲରେ ବିଜୟୀ

ଅନୁଗୁଳ: ଉଦଘାଟିତ ହୋଇଛି କୁଣ୍ଡେଶ୍ବର ଫୁଟବଲ ଟୁର୍ଣ୍ଣାମେଣ୍ଟ। ଆଜି ଭୁବନେଶ୍ୱରର ଜଗା ୟୁନାଇଟେଡ ସହିତ କୁଚିଣ୍ଡାର ବିଏଫସିର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର ୦-୧ ଗୋଲରେ ବିଜୟୀ ହୋଇଛି।
ମୁଖ୍ୟ ଅତିଥିଭାବେ ବିରଞ୍ଚି ନାରାୟଣ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମୀର ବେହେରା, ସୌମ୍ୟରଞ୍ଜନ ସାହୁ, ପ୍ରଦୀପ ଦାସ, ଅରୁଣୋଦୟ କ୍ଲବର ବୈଷ୍ଣବ ଚରଣ ଦାଶ, ଅମୀୟ ଦାଶ, ପଦ୍ମଚରଣ ଦାଶ, ଶିବାଜୀ ଦାଶ, ପିଲୁ ତ୍ରିପାଠୀ, ସିଲୁ ତ୍ରିପାଠୀ, ଲିଟୁ ଦାଶ, ପିଣ୍ଟୁ ଦାଶ, ବଳିଆ ମହାଳିକ, ଟୁକୁନା ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋକ ଦେହୁରୀ ଓ ମନୋଜ ପଟ୍ଟନାୟକ ଖେଳ ପରିଚାଳନା କରିଥିଲେ।

Share

Leave a Reply