କିଶୋରନଗର ବ୍ଲକ ଟପ୍ପର ହେଲେ ଲୋପାମୁଦ୍ରା ସାହୁ, ରଖିଛନ୍ତି ୫୬୫ ନମ୍ବର

You are currently viewing କିଶୋରନଗର ବ୍ଲକ ଟପ୍ପର ହେଲେ ଲୋପାମୁଦ୍ରା ସାହୁ, ରଖିଛନ୍ତି ୫୬୫ ନମ୍ବର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ମାଟ୍ରିକ ଟପ୍ପର ହୋଇଛନ୍ତି ଅଙ୍ଗପଡା ପଞ୍ଚାୟତ ରାଜ ହାଇସ୍କୁଲର ଛାତ୍ରୀ ଲୋପାମୁଦ୍ରା ସାହୁ। ଲୋପାମୁଦ୍ରା ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ ୫୬୫ ନମ୍ବର ରଖି ଏ୧ ଗ୍ରେଡ ପାଇ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଅଙ୍ଗପଡ଼ାର ସଞ୍ଜୟ ସାହୁଙ୍କ ଝିଅ ହେଉଛନ୍ତି ଲୋପାମୁଦ୍ରା। ଏହି ସଫଳତା ପରେ ତାଙ୍କୁ ଅଙ୍ଗପଡ଼ା ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି।

Share

Leave a Reply