୧୨୫ ଲିଟର ଚୋରା ଦେଶୀ ମଦ ଜବତ ୪ ଗିରଫ

You are currently viewing ୧୨୫ ଲିଟର ଚୋରା ଦେଶୀ ମଦ ଜବତ ୪ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ସଦର ଷ୍ଟେସନ୍ ଅଞ୍ଚଳରେ ଆଜି ଚଢ଼ାଉ କରାଯାଇ ୧୨୫ ଲିଟର ଚୋରା ଦେଶୀ ମଦ ଜବତ କରାଯିବାସହ ଏ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ଓ ୪ ଟି ବାଇକ୍ ଜବତ କରାଯାଇଛି। ଗିରଫ ମଦ ବେପାରୀମାନେ ହେଲେ ନିତ୍ୟାନନ୍ଦ ନାଏକ,ପରଜଙ୍ଗ,ଭଜନ ନାଏକ ଆମ୍ବ ପଳାଶ,କାଳିଦାସ ମହାପାତ୍ର ହାଣ୍ଡିଧୁଆ କଲିଆରୀ ଓ ଦୀପକ ପାତ୍ର ବାଘମୁଣ୍ଡା। ଏମାନଙ୍କୁ ଯଥାକ୍ରମେ ରାଜ ହୋଟେଲ ଛକ, ପିଟିସି ଛକ, ସିମିଲିପଡ଼। ଛକ ଓ ହେମସୁରପଡ଼ା ଛକରୁ ଗିରଫ କରାଯାଇଥିଲା ।

Share

Leave a Reply