ସିଏମ୍ ଟ୍ରଫି ଫୁଟବଲର ୪ର୍ଥ ଦିବସ

You are currently viewing ସିଏମ୍ ଟ୍ରଫି ଫୁଟବଲର ୪ର୍ଥ ଦିବସ

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଚାଲିଥିବା ଦ୍ୱିତୀୟ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସର ପ୍ରଥମ ମ୍ୟାଚ୍ ବାଳିକା ବିଭାଗର ଅନ୍ତୁଳିଆ ଓ ଅନୁଗୁଳ ମଧ୍ୟରେ ୧-୧ ରେ ଅମିମାଂସିତ ରହିଥିଲା।

ଦ୍ୱିତୀୟ ମ୍ୟାଚ୍ ଟି ବାଳକ ବିଭାଗର ସମ୍ପୂର୍ଣ ଏକତରଫା ହୋଇଥିଲା।ଏହି ମ୍ୟାଚ୍ ରେ ଜୟମଲ୍ ବନ୍ତଳା ଫୁଟବଲ କ୍ଳବକୁ ୧୮-୦ ରେ ହରାଇଥିଲା। ଆଜିର ମ୍ୟାଚ୍ ରେ ବରିଷ୍ଠ ଆଥଲେଟ୍ ପ୍ରକାଶ ଗଡ଼ନାୟକ, ନୀଳମଣି ଦାସ, ବସନ୍ତ କୁମାର ଦାସ,ବ ଦାସ, ଆଇନଜୀବୀ ପ୍ରଦୀପ ଦେବତାଙ୍କ ସମେତ କ୍ରୀଡା ସଂସଦ  ସମ୍ପାଦକ ଡ଼ା ଗୌରଗୋବିନ୍ଦ ସାମନ୍ତ ଅତିଥି ରୂପେ ଯୋଗ ଦେଇଥିଲେ।କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାରଙ୍କ ପକ୍ଷରୁ ସଞ୍ଜୟ କୁମାର ଦାଶ,ପ୍ରବୀଣ ସିଂହ,ଅମିତ୍ ସିଂହ,ସୁକାନ୍ତ ଦାଶ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

Share

Leave a Reply