ହରିମହୁରୀ ଛକ ନିକଟରୁ ୫ ଫୁଟିଆ ନାଗ ଉଦ୍ଧାର

You are currently viewing ହରିମହୁରୀ ଛକ ନିକଟରୁ ୫ ଫୁଟିଆ ନାଗ ଉଦ୍ଧାର

ଅନୁଗୁଳ: ଅନୁଗୁଳ ହରିମହୁରୀ ଛକରେ ରହୁଥିବା ପୀୟୂଷ କାନ୍ତି ମହୁରୀଙ୍କ ଘରୁ ସୋମବାର ସକାଳେ ଏକ ନାଗ ସାପ ଉଦ୍ଧାର କରାଯାଇଛି।

ପୀୟୂଷଙ୍କ ଘର ପଛ ପଟେ ଥିବା ଏକ ସିମେଣ୍ଟ ପାଇପ ଭିତରେ ୫ ଫୁଟିଆ ନାଗ ସାପଟି ରହିଥିଲା। ଏ ସମ୍ପର୍କରେ ଖବର ପାଇଁ ସର୍ପମିତ୍ର ଆଦିତ୍ୟ ବେହେରା ଏହି ନାଗ ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡ଼ି ଦେଇଥିଲେ।

Share

Leave a Reply