୭୦ ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ ଅନ୍ତର୍ଗତ ଜେରେଙ୍ଗ ଲକ୍ଷ୍ମୀଧରପୁର ବନ ସୁରକ୍ଷା ସମିତିର ସଭାଗୃହରେ ୭୦ ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ସମାଜସେବୀ ଚିନ୍ମୟୀ ଦାସ ଓ ଜରପଡ଼ା ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାୟକ, ବଅଁରପାଳ ବସନ୍ତ ଗଡ଼ନାୟକ, ବନରକ୍ଷୀ ସୁଜିତ୍ କଅଁର, ଭିଏସଏସ ସଭାପତି ଓ ସଭ୍ୟ ସଭ୍ୟା, ଏସ ଏଚ ଜି ଗ୍ରୁପର ସଭ୍ୟା, ସମାଜସେବୀ ମଧୁସୂଦନ ପ୍ରଧାନ, ବାପୁଜୀ ସାହୁ ଅଂଶ ଗ୍ରହଣ କରିବା ସହ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!