ଗାଧୋଇବା ବେଳେ ପାଣିରେ ବୁଡି ଜଣେ ମୃତ

You are currently viewing ଗାଧୋଇବା ବେଳେ ପାଣିରେ ବୁଡି ଜଣେ ମୃତ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରଙ୍କାସୀଙ୍ଗା ଗାଁର ଅଙ୍କୁର ପ୍ରଧାନ (୫୫) ଅପରାହ୍ନରେ ଗାଧୋଇବା ବେଳେ ନନ୍ଦିରା ନାଳରେ ଭାସି ଯାଇଥିଲେ। ବହୁ ଖୋଜା ଖୋଜି ପରେ କୁକୁଡ଼ାଙ୍ଗ ନିକଟରେ ତାଙ୍କ ଶବ ଭାସୁଥିବା କିଛି ଗ୍ରାମବାସୀ ଦେଖିଥିଲେ। ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି।ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

Share

Leave a Reply